Assembly Deadlock: Opposition Protests Over School Books and Mining Rules, Govt Says Ready for Debate/ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା: ବହି ତ୍ରୁଟି ଓ ଖଣି ଆଇନକୁ ନେଇ ଗୃହ ମୁଲତବି..

ପାଠ୍ୟପୁସ୍ତକ ତ୍ରୁଟି ଓ MMDR ଆଇନକୁ ନେଇ ବିଧାନସଭା ସ୍ଥଗିତ: ସରକାର କହିଲେ, ଆମେ ଆଲୋଚନା ପାଇଁ ତ୍ରିଆର ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନର ପ୍ରଥମ ଦିନରେ ନିଜ ନିଜ ଦାବିକୁ ନେଇ ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି ବିରୋଧୀ। ସ୍କୁଲ ପାଠ୍ୟପୁସ୍ତକରେ ଥିବା ଗୁରୁତର ତ୍ରୁଟି ଏବଂ କେନ୍ଦ୍ରର MMDR (ଖଣି ଓ ଖଣିଜ) ସଂଶୋଧନ ଆଇନକୁ ନେଇ ବିଜେଡି ଓ କଂଗ୍ରେସ ବିଧାୟକମାନେ ନାରାବାଜି କରିବା ସହ ଗୃହର ମଧ୍ୟଭାଗ (Well) କୁ…

President Murmu to Visit Home District Mayurbhanj on Oct 27/ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୟୂରଭଞ୍ଜରେ ଆଖି ଚିକିତ୍ସା ଶିବିର କରିବେ ଉଦ୍‌ଘାଟନ

ଅକ୍ଟୋବରରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ମୟୂରଭଞ୍ଜରେ ବୃହତ୍ ଆଖି ଚିକିତ୍ସା ଶିବିରର କରିବେ ଉଦ୍‌ଘାଟନ ଆସନ୍ତା ଅକ୍ଟୋବର ୨୭ ଓ ୨୮ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ କାଳରେ ସେ ନିଜ ଗୃହ ଜିଲ୍ଲା ମୟୂରଭଞ୍ଜର ରାଇରଙ୍ଗପୁର ଗସ୍ତ କରିବା ସହ ଏକ ବିଶାଳ ଆଖି ଚିକିତ୍ସା ଓ ପରୀକ୍ଷା ଶିବିରର ଉଦ୍‌ଘାଟନ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସ୍ଥାନୀୟ ପ୍ରଶାସନ ଓ ଅଞ୍ଚଳବାସୀଙ୍କ…

Big Win Off Odisha Coast: ONGC Strikes Natural Gas in Mahanadi Deep Waters/ଗଭୀର ସମୁଦ୍ରରେ ONGC ର ଧମାକା: ମହାନଦୀ ବେସିନ୍‌ରୁ ମିଳିଲା ପ୍ରଚୁର ଗ୍ୟାସ୍!

ମହାନଦୀ ବେସିନ୍‌ରେ ମିଳିଲା ପ୍ରଚୁର ପ୍ରାକୃତିକ ଗ୍ୟାସ୍: ସମୁଦ୍ର ମନ୍ଥନ ଅଭିଯାନରେ ONGC କୁ ବଡ଼ ସଫଳତା ଭୁବନେଶ୍ୱର: ଓଡ଼ିଶା ଉପକୂଳସ୍ଥ ମହାନଦୀ ବେସିନ୍‌ର ଗଭୀର ସମୁଦ୍ର ଭିତରେ ମିଳିଛି ବଡ଼ ଧରଣର ପ୍ରାକୃତିକ ଗ୍ୟାସ୍ ଭଣ୍ଡାର। ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ (ONGC) ର ଚାଲିଥିବା ‘ସମୁଦ୍ର ମନ୍ଥନ’ ଅଭିଯାନ ଅଧୀନରେ ଖନନ କରାଯାଇଥିବା ପ୍ରଥମ କୂଅ ‘MDW-28’ ରୁ ଗ୍ୟାସ୍ ବାହାରିବା ଆରମ୍ଭ ହୋଇଛି। ଗ୍ୟାସର ଚାପ ଓ ବାହାରିବା ହାର ବେଶ୍…

Heavy Rainfall Likely in South Odisha: No Cyclone Threat, Chief Secretary Instructs Collectors to Remain Alert/ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ବାତ୍ୟା ଭୟ ନାହିଁ, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ବାତ୍ୟା ଭୟ ନାହିଁ, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶାରେ, ବିଶେଷ କରି ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ବାତ୍ୟାର କୌଣସି ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ…

Apple Pay Launching in India: Launch Timeline and Its Potential Impact on UPI/ଭାରତକୁ ଆସୁଛି Apple Pay: ଜାଣନ୍ତୁ କେବେ ହେବ ଲଞ୍ଚ ଏବଂ UPI ଉପରେ ପଡ଼ିବ କି ଏହାର ପ୍ରଭାବ?

ଭାରତକୁ ଆସୁଛି Apple Pay: UPI ଉପରେ ପଡ଼ିବ କି ଏହାର ପ୍ରଭାବ? ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟତା ଯଦି ଆପଣ iPhone କିମ୍ବା Apple Watch ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଗୋଟିଏ ବହୁତ ବଡ଼ ଖୁସିଖବର ଅଛି! ବହୁ ପ୍ରତୀକ୍ଷା ପରେ ଶେଷରେ ଭାରତରେ ଲଞ୍ଚ ହେବାକୁ ଯାଉଛି ଆପଲ୍‌ର ନିଜସ୍ୱ ପେମେଣ୍ଟ ସର୍ଭିସ୍ ‘Apple Pay’। ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ମାସରୁ ହିଁ ଭାରତୀୟ ଆପଲ୍ ବ୍ୟବହାରକାରୀ ଏହି ସୁବିଧାର ଫାଇଦା…