Boosting Social Sector Growth: Odisha Govt Launches ‘PRAYASS’ Initiative/ରାଜ୍ୟରେ ଜନକଲ୍ୟାଣ ଯୋଜନାଗୁଡ଼ିକର ଦ୍ରୁତ ରୂପାୟନ ପାଇଁ ଆରମ୍ଭ ହେଲା ‘PRAYASS’.
ସାମାଜିକ ବିକାଶକୁ ମିଳିବ ନୂଆ ଗତି: ମୁଖ୍ୟମନ୍ତ୍ରୀ କଲେ ‘ପ୍ରୟାସ’ର ଉଚ୍ଚସ୍ତରୀୟ ସମୀକ୍ଷା ଭୁବନେଶ୍ୱର, ୮ ଅକ୍ଟୋବର: ରାଜ୍ୟରେ ସାମାଜିକ କ୍ଷେତ୍ରର ନିୟମିତ ଓ ଦ୍ରୁତ ବିକାଶ ପାଇଁ ସରକାର ଆରମ୍ଭ କରିଛନ୍ତି ନୂତନ ପଦକ୍ଷେପ ‘ପ୍ରୟାସ’ (PRAYASS)। ଗୁରୁବାର ଲୋକସେବା ଭବନଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ବ୍ୟାପକ ସମୀକ୍ଷା କରିଛନ୍ତି। ଲୋକାଭିମୁଖୀ ଯୋଜନାଗୁଡ଼ିକ ଯେପରି ସୀଧାସଳଖ ଏବଂ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ଶୀଘ୍ର…



