Hit-and-Run: 2 Bike Riders Killed on Khandagiri Overbridge/ଖଣ୍ଡଗିରି ଓଭରବ୍ରିଜ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ବାଇକ୍‌ ଆରୋହୀ ମୃତ

ଖଣ୍ଡଗିରି ଓଭରବ୍ରିଜ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ ଏକ ଅଜ୍ଞାତ ଗାଡ଼ି ଧକ୍କାରେ ଦୁଇ ଜଣ ମୋଟରସାଇକେଲ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ ଅଜ୍ଞାତ ଗାଡ଼ି ବାଇକ୍‌କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣା ଯୋଗୁଁ ଉଭୟ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ…

Eco-Awareness and Student Talent Hunt at Sri Satya Sai School/ସତ୍ୟସାଇ ସ୍କୁଲରେ ପରିବେଶ ସଚେତନତା ଓ ଛାତ୍ର ପ୍ରତିଭା ବିକାଶ କାର୍ଯ୍ୟକ୍ରମ…

ଶ୍ରୀ ସତ୍ୟସାଇ ବିଦ୍ୟାଳୟରେ ବୃକ୍ଷରୋପଣ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁନିଟ୍-୩ ସ୍ଥିତ ଶ୍ରୀ ସତ୍ୟସାଇ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସତ୍ୟବ୍ରତ ସାମଲ ଯୋଗଦେଇ କୋମଳମତି ଶିଶୁମାନଙ୍କ ସହ ମିଶି ବିଦ୍ୟାଳୟ ପ୍ରାଙ୍ଗଣରେ ଚାରା ରୋପଣ କରିଥିଲେ। ଭବିଷ୍ୟତ ପାଇଁ ବିହନ ସଂରକ୍ଷଣର ବାର୍ତ୍ତା ଏହି ଅବସରରେ ଶ୍ରୀ ସାମଲ ପିଲାମାନଙ୍କୁ…

Police Administration Fully Prepared for Puri Rath Yatra 2026; High-Level Review Meeting Held/ପୁରୀ ରଥଯାତ୍ରା-୨୦୨୬ ପାଇଁ ପୋଲିସର କଡ଼ା ପ୍ରସ୍ତୁତି, ବସିଲା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଆସନ୍ତା ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାର ସୁପରିଚାଳନା ପାଇଁ ପୁରୀ ଟାଉନ୍‌ହଲ୍‌ଠାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତ୍ରୁଟିଶୂନ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାର ପ୍ରମୁଖ ଝଲକ: ନୂତନ ପାର୍କିଂ: ସହରର ୮ଟି ଭିନ୍ନ ସ୍ଥାନରେ ନୂଆ…

Odisha Links Celebrates 9th Foundation Day with Divine Devotion and Cultural Grandeur/ଓଡ଼ିଶା ଲିଙ୍କ୍ସର ନବମ ସ୍ୱନକ୍ଷତ୍ର: ଭକ୍ତି, ସଂସ୍କୃତି ଓ ସେବାର ଅନନ୍ୟ ସମାଗମ

ସାଧୁସନ୍ଥଙ୍କ ଭବ୍ୟ ଉପସ୍ଥିତି ଓ ଦିବ୍ୟାଙ୍ଗଙ୍କ ‘ଭକ୍ତି ଅର୍ଘ୍ୟ’ରେ ପାଳିତ ହେଲା ଓଡ଼ିଶା ଲିଙ୍କ୍ସର ନବମ ସ୍ୱନକ୍ଷତ୍ର ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ଓଡ଼ିଶା ଲିଙ୍କ୍ସର ନବମ ସ୍ୱନକ୍ଷତ୍ର ଦିବସ ଭକ୍ତି, ସଂସ୍କୃତି ଓ ସମାଜସେବାର ସମନ୍ୱୟରେ ଭବ୍ୟ ଭାବେ ପାଳିତ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଭକ୍ତି ଅର୍ଘ୍ୟ’ ଦର୍ଶକଙ୍କ ମନକୁ ଆକର୍ଷିତ କରିଥିଲା।   କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା ଦିବ୍ୟାଙ୍ଗ କଳାକାରମାନଙ୍କ ଦ୍ୱାରା ପରିବେଷିତ ଭକ୍ତିମୟ ସଙ୍ଗୀତ। ସେମାନଙ୍କର…

Members of the Vande Mataram organization stage a protest at Master Canteen in Bhubaneswar,

“We Want Justice: Street Play Held to Protest Brutal Crime Against 13-Year-Old”/”ନାବାଳିକାକୁ ନ୍ୟାୟ ଦାବିରେ ବନ୍ଦେ ମାତରମ୍‌ର ପଥପ୍ରାନ୍ତ ନାଟକ”

ପଶ୍ଚିମବଙ୍ଗ ନାବାଳିକା ହତ୍ୟାକାଣ୍ଡକୁ ନେଇ ଭୁବନେଶ୍ୱରରେ ପ୍ରତିବାଦ, ମାଷ୍ଟର କ୍ୟାଣ୍ଟିନରେ ପଥପ୍ରାନ୍ତ ନାଟକ ଓ ସଭା. ଭୁବନେଶ୍ୱର: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ଉପରେ ଘଟିଥିବା କଥିତ ଜଘନ୍ୟ ଅପରାଧକୁ ନେଇ ଦେଶବ୍ୟାପୀ କ୍ଷୋଭ ଦେଖାଦେଇଛି। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ‘ବନ୍ଦେ ମାତରମ୍’ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଓ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇଛି।…