News Inshot

ASHA Workers' Massive Demonstration in Bhubaneswar

Braving the Downpour: ASHA Workers Hold Umbrella Protest Near Odisha Assembly/ବର୍ଷାକୁ ନେଇ ନାହିଁ ଖାତିର: ଓଡ଼ିଶା ବିଧାନସଭା ସମ୍ମୁଖରେ ଛାତା ଧରି ଆଶା କର୍ମୀଙ୍କ ବିକ୍ଷୋଭ

ବର୍ଷାରେ ଭିଜି ବିଧାନସଭା ସମ୍ମୁଖରେ ଗର୍ଜିଲେ ଆଶା କର୍ମୀ: ସରକାରୀ ମାନ୍ୟତା ସହ ୪ ଦଫା ଦାବିରେ ମହା ଆନ୍ଦୋଳନ ଭୁବନେଶ୍ୱର: ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗୁରୁବାର ରାଜଧାନୀ ଭୁବନେଶ୍ୱରର ମାହାତ୍ମା ଗାନ୍ଧୀ ମାର୍ଗରେ ଦେଖିବାକୁ ମିଳିଛି ଆଶା କର୍ମୀଙ୍କ ବିଶାଳ ଆନ୍ଦୋଳନ। CITU ବ୍ୟାନରରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଶହ ଶହ ମହିଳା ଆଶା କର୍ମୀ ଏକାଠି ହୋଇ ସରକାରଙ୍କ ବିରୋଧରେ ସ୍ଲୋଗାନବାଜି କରିଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ହାତରେ ଛାତା…

Dominant India Crush South Korea 8-2 to Move Closer to Asian Games Semifinals/୮-୨! ଦକ୍ଷିଣ କୋରିଆକୁ ଧୂଳି ଚଟାଇଲା ଭାରତୀୟ ହକି ଟିମ୍, ରଚିଲା ନୂଆ ଇତିହାସ..

ଏସୀୟ କ୍ରୀଡ଼ା: ଦକ୍ଷିଣ କୋରିଆକୁ ୮-୨ ରେ ହରାଇଲା ଭାରତୀୟ ପୁରୁଷ ହକି ଟିମ୍, ସେମିଫାଇନାଲ ନିକଟତର କାକାମିଗାହାରା (୨୪ ସେପ୍ଟେମ୍ବର): ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳର ବିଜୟ ଅଭିଯାନ ଜାରି ରହିଛି। ଗୁରୁବାର ପୁଲ୍‌-ଏ’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ୮-୨ ଗୋଲ୍‌ରେ ପରାସ୍ତ କରି ଏସୀୟ କ୍ରୀଡ଼ା ଇତିହାସରେ କୋରିଆ ବିପକ୍ଷରେ ସବୁଠାରୁ ବଡ଼ ବିଜୟ ହାସଲ କରିଛି। ଏହି ସଫଳତା ସହ ଡିଫେଣ୍ଡିଂ ଚାମ୍ପିୟନ୍…

Bank Strike Sept 28-30: Will Private Banks Stay Open? Check Full Impact Here/ସେପ୍ଟେମ୍ବର ୨୮ରୁ ୩୦ ବ୍ୟାଙ୍କ ଧର୍ମଘଟ: ବନ୍ଦ ରହିବ କି ପ୍ରାଇଭେଟ୍ ବ୍ୟାଙ୍କ? ଜାଣନ୍ତୁ କେଉଁଠି ମିଳିବ ସେବା

ସେପ୍ଟେମ୍ବର ୨୮ରୁ ୩୦ ବ୍ୟାଙ୍କ ଧର୍ମଘଟ: ପ୍ରାଇଭେଟ୍ ବ୍ୟାଙ୍କ ବନ୍ଦ ରହିବ କି? ଜାଣନ୍ତୁ କେଉଁ ସେବା ମିଳିବ ଓ କେଉଁଟି ନାହିଁ ନୂଆଦିଲ୍ଲୀ: ସପ୍ତାହରେ ୫ ଦିନିଆ କାର୍ଯ୍ୟଦିବସ (5-day work week) ଦାବିରେ ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ଯାଏଁ ସାରା ଦେଶରେ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ’ (UFBU)। ତେବେ ଏହି ସମୟରେ ବ୍ରାଞ୍ଚଗୁଡ଼ିକରେ କାମକାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ…

Odisha DGP Selection Row: Amicus Raju Ramachandran Clashes with State AG in Supreme Court/ଓଡ଼ିଶା DGP ନିଯୁକ୍ତି ବିବାଦ: ଅଦାଲତରେ ଆମିକସ କ୍ୟୁରି ଓ ରାଜ୍ୟ AGଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ…

ଓଡ଼ିଶା DGP ନିଯୁକ୍ତି ବିବାଦ: ସୁପ୍ରିମକୋର୍ଟରେ ହଟଚମଟ, ଆମିକସଙ୍କ ଗରମାଗରମ ଜବାବ୍‌ ଓ ସରକାରଙ୍କ ଗୁମର ନୂଆଦିଲ୍ଲୀ: ଓଡ଼ିଶାର ନୂଆ ଡିଜିପି (DGP) ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ବିବାଦ ଉଗ୍ର ରୂପ ନେଇଛି। ଗୋଟିଏ ପଟେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରାଜ୍ୟ ସରକାରଙ୍କୁ କୋର୍ଟ କଠୋର ପ୍ରଶ୍ନବାଣ ମାରିଥିବା ବେଳେ, ଅନ୍ୟପଟେ ଶୁଣାଣି ବେଳେ ରାଜ୍ୟ ଆଡଭୋକେଟ ଜେନେରାଲ (AG) ଏବଂ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରିଙ୍କ ମଧ୍ୟରେ ଜବରଦସ୍ତ ଯୁକ୍ତିତର୍କ ଦେଖିବାକୁ ମିଳିଛି।…

Russia-Ukraine War: Zelenskyy Warns India and 47 Nations at UN/UNରେ ଜେଲେନ୍ସକିଙ୍କ ବଡ଼ ଦାବି: ରୁଷ-ୟୁକ୍ରେନ ଯୁଦ୍ଧକୁ ଟଣାଯାଉଛନ୍ତି ଭାରତୀୟ

ପୁଟିନଙ୍କ ଜାଲରେ ପଡ଼ନ୍ତୁ ନାହିଁ: UNରେ ଭାରତ ସହ ୪୭ ଦେଶକୁ ସାବଧାନ କଲେ ଜେଲେନ୍ସକି ନ୍ୟୁୟର୍କରେ ଚାଲିଥିବା ମିଳିତ ଜାତିସଂଘର ସାଧାରଣ ସଭା (UNGA) ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ବଡ଼ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଋଷ-ୟୁକ୍ରେନ ଯୁଦ୍ଧରେ ଭାରତ ସମେତ ୪୭ଟି ଦେଶର ନାଗରିକଙ୍କୁ ପ୍ରତାରଣା କରି ରୁଷ ସେନାରେ ଭର୍ତ୍ତି କରାଯାଉଛି।   ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରି ଜେଲେନ୍ସକି କହିଛନ୍ତି, “ରୁଷ ବିଭିନ୍ନ ଦେଶର…