News Inshot

PM Modi Grooves to ‘Bhajan Clubbing’ with Gen Z; Opposition Calls It a Political Stunt/ବେକାରୀ-ଦରଦାମ ଛାଡ଼ି ମୋଦୀ ‘ଭଜନ କ୍ଲବିଂ’ରେ ବ୍ୟସ୍ତ: ବିରୋଧୀଙ୍କ ନିଶାନା…

ଦିଲ୍ଲୀରେ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ: ବିରୋଧୀଙ୍କ କଟାକ୍ଷ ଓ ରାଜନୈତିକ ଚର୍ଚ୍ଚା ନୂଆଦିଲ୍ଲୀ: ଭାରତୀୟ ଜନସଂଘର ବିଚାରକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ପାର୍କଠାରେ ଏକ ସ୍ୱତନ୍ତ୍ର “ଭଜନ କ୍ଲବିଂ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗ ଧାଡ଼ିରେ ବସି ଯୁବପିଢ଼ିଙ୍କ ସହ ଖଞ୍ଜଣି ବଜାଇବା ସହ ତାଳି ମାରି ଭଜନ ଗାଉଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାକୁ…

India Exposes Pakistan’s ‘Puppet Regime’ at UN After Shehbaz Sharif’s Anti-India Rant/ଜାତିସଂଘରେ ପାକିସ୍ତାନର ପୋଲ୍ ଖୋଲିଲା ଭାରତ: “ଆତଙ୍କବାଦୀ ପ୍ରୀତି ଓ ଦୋମୁହାଁ ନୀତି ବୁଡ଼ାଇବ”

ୟୁଏନ୍‌ରେ ଭାରତ-ପାକିସ୍ତାନ ମୁହାଁମୁହିଁ: ଶେହବାଜ ଶରୀଫଙ୍କ ମିଥ୍ୟା ଅଭିଯୋଗକୁ ‘ଆତଙ୍କବାଦୀ ପ୍ରୀତି’ ମନେପକାଇ ଭାରତର କଡ଼ା ଜବାବ ମିଳିତ ଜାତିସଂଘ ସାଧାରଣ ସଭା (UNGA) ଅଧିବେଶନରେ ପୁଣିଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ଲଢ଼େଇ ଦେଖିବାକୁ ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ନିଜ ବକ୍ତବ୍ୟରେ ଭାରତ ବିରୋଧରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ, ଭାରତ ନିଜର ‘ରାଇଟ୍ ଟୁ ରିପ୍ଲାଇ’ (Right of Reply) କ୍ଷମତା ବ୍ୟବହାର କରି ପାକିସ୍ତାନର ଅସଲ ଚେହେରାକୁ ବିଶ୍ୱ…

National Award Winner ‘Lahari’ Team Met Naveen Patnaik at Naveen Niwas/ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ‘ଲହରୀ’ ଟିମ୍‌କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

‘ଲହରୀ’ ଟିମ୍‌କୁ ସମ୍ବର୍ଦ୍ଧିତ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ସମ୍ମାନିତ ‘ଲହରୀ’ର ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଓ ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରସ୍ଥିତ ନିଜ ବାସଭବନ ନବୀନ ନିବାସରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ‘ଲହରୀ’ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜିକା ଓ ସମ୍ପୂର୍ଣ୍ଣ ଟିମ୍‌କୁ ଶୁଭେଚ୍ଛା ଜଣାଇବା…

India A Crush Australia A by 162 Runs in 1st Unofficial Test; Kushagra, Mulani Shine/ପୁଡୁଚେରୀରେ ଇଣ୍ଡିଆ-ଏ’ର କମାଲ: ପ୍ରଥମ ଅନଫିସିଆଲ୍ ଟେଷ୍ଟରେ ଅଷ୍ଟ୍ରେଲିଆ-ଏ କୁ ୧୬୨ ରନ୍‌ରେ ହରାଇଲା ଇଣ୍ଡିଆ-ଏ.

ଶମ୍ସ ମୁଲାନୀଙ୍କ ସ୍ପିନ୍ ଯାଦୁ: ଅଷ୍ଟ୍ରେଲିଆ-ଏ କୁ ୧୬୨ ରନ୍‌ରେ ହରାଇଲା ଇଣ୍ଡିଆ-ଏ ପୁଡୁଚେରୀ: ପ୍ରଥମ ଚାରିଦିନିଆ ଅନଫିସିଆଲ୍ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ-ଏ କୁ ୧୬୨ ରନ୍‌ରେ ଧୂଳିସାଟ୍ କରିଛି ଇଣ୍ଡିଆ-ଏ। ଏହି ବଡ଼ ବିଜୟ ସହ ଭାରତୀୟ ଦଳ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ମ୍ୟାଚ୍‌ର ଶେଷ ଦିନରେ ଅଷ୍ଟ୍ରେଲିଆ-ଏ ଜିତିବା ପାଇଁ ୩୬୩ ରନ୍‌ର ପିଛା କରୁଥିବା ବେଳେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ମାତ୍ର ୨୦୦ ରନ୍‌ରେ…

CEC’s Daughter & Noida DM Medha Roopam At Center Of Fresh Storm: From NSA Controversy To SC Muted Hearing/ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଝିଅଙ୍କୁ ଆଦାଲତରେ ବିଶେଷ ସୁବିଧା? CJIଙ୍କୁ ସିଧା ଓକିଲ ସଂଘର ଚିଠି

ନୋଇଡା (ଗୌତମ ବୁଦ୍ଧ ନଗର)ର ଜିଲ୍ଲାପାଳ (DM) ତଥା ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଝିଅ, ଆଇ.ଏ.ଏସ. ମେଧା ରୂପମ ଏବେ ଏକ ବଡ଼ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜଣେ ଛାତ୍ରୀଙ୍କ ଉପରେ ଜାତୀୟ ସୁରକ୍ଷା ଆଇନ (NSA) ଲଗାଇବା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଏବଂ ପରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣିକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଘଟଣାଟି କ’ଣ? ନୋଇଡାରେ ଶ୍ରମିକ ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର…