Hollywood Star Jason Momoa Battles Plastic Pollution with Smart Hotel Water Refill Machines/୬୦ ଲକ୍ଷ ପ୍ଲାଷ୍ଟିକ୍ ବୋତଲ ହଟାଇବା ପରେ ଅଭିନେତା ଜେସନ୍ ମୋମୋଆଙ୍କ ବଡ଼ ପଦକ୍ଷେପ: ହୋଟେଲଗୁଡ଼ିକରେ ଆସିବ ରିଫିଲ୍ ସିଷ୍ଟମ୍..
ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବାକୁ ହଲିଉଡ୍ ଷ୍ଟାର୍ ଜେସନ୍ ମୋମୋଆଙ୍କ ବଡ଼ ପଦକ୍ଷେପ: ହୋଟେଲଗୁଡ଼ିକରେ ବସିବ ସ୍ୱୟଂଚାଳିତ ‘ୱାଟର୍ ରିଫିଲ୍’ ମେସିନ୍ (News Inshot): ପ୍ଲାଷ୍ଟିକ୍ ବୋତଲ ପ୍ରଦୂଷଣ ବିରୋଧରେ ଲଢ଼େଇକୁ ଆଉ ଗୋଟିଏ ପାହାଚ ଆଗକୁ ନେଇଛନ୍ତି ହଲିଉଡ୍ର ଜଣାଶୁଣା ଅଭିନେତା ଜେସନ୍ ମୋମୋଆ (Jason Momoa)। ତାଙ୍କ ପାନୀୟ ଜଳ କମ୍ପାନୀ ‘ମାନାନାଲୁ’ (Mananalu) ପରିବେଶରୁ ପ୍ରାୟ ୬୦ ଲକ୍ଷରୁ ଅଧିକ ଥରୁଟିଏ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବୋତଲ ହଟାଇବାରେ ସଫଳତା ପାଇବା ପରେ ଏବେ…



