News Inshot

Big Relief for Pinaki Misra: Delhi High Court Quashes 2019 Criminal Defamation Case/ପିନାକୀ ମିଶ୍ରଙ୍କୁ ବଡ଼ ଆଶ୍ୱସ୍ତି: ମାନହାନି ମାମଲା ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ

ପିନାକୀ ମିଶ୍ରଙ୍କୁ ବଡ଼ ଆଶ୍ୱସ୍ତି: ମାନହାନି ମାମଲା ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ ନୂଆଦିଲ୍ଲୀ: ସିନିୟର ଆଡଭୋକେଟ୍ ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି। ୨୦୧୯ ମସିହାରୁ ତାଙ୍କ ବିରୋଧରେ ଚାଲିଥିବା ଏକ ଅପରାଧିକ ମାନହାନି ମାମଲାକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କ ପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ପିନାକୀ ମିଶ୍ରଙ୍କ ବିରୋଧରେ ଆବଶ୍ୟକୀୟ ତଥ୍ୟ ଓ ପ୍ରମାଣର ଅଭାବ ରହିଛି। ଫଳରେ…

Saraswati Shishu Vidya Mandir Unit-VIII Celebrates Raksha Bandhan with Educational Discourse/ୟୁନିଟ୍-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ..

ୟୁନିଟ୍-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୮ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦ-ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଟିଆ ଆର୍. ଏମ୍. ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ରକ୍ଷାବନ୍ଧନର ମାହାତ୍ମ୍ୟ, ସମାଜ ଗଠନରେ ଭାଇ-ଭଉଣୀଙ୍କ ସମ୍ପର୍କର ଗୁରୁତ୍ୱ ଏବଂ ନୈତିକ ମୂଲ୍ୟବୋଧ ବିଷୟରେ…

Colombo Test Ends in Draw, India Win Series 1-0/କୋଲମ୍ବୋ ଟେଷ୍ଟ ଡ୍ର: ୧-୦ ରେ ସିରିଜ୍ କବଜା କଲା ଭାରତ..

କୋଲମ୍ବୋ ଟେଷ୍ଟ ଡ୍ର: ୧-୦ ରେ ସିରିଜ୍ କବଜା କଲା ଭାରତ କୋଲମ୍ବୋର ସିଂହଳୀଜ୍ ସ୍ପୋର୍ଟସ କ୍ଲବ (SSC) ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ ଡ୍ର ଆଡ଼କୁ ଗତି କରିଛି। ତେବେ ଗାଲେରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଜିତିଥିବାରୁ ଭାରତ ଏହି ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ ରେ ନିଜ ନାମରେ କରିଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମ ଇନିଂସରେ ଦେବଦତ୍ତ ପାଡିସ୍କଲ…

[In Pics] ​A Celebration of Inclusive Brotherhood: Rakhi Festival at Bhima Bhoi School for the Blind Hostel/ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ହଷ୍ଟେଲରେ ସ୍ନେହ ଓ ଭାଇଚାରାର ପର୍ବ: ଆନନ୍ଦର ସହ ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ ନିବାସୀ

  ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ହଷ୍ଟେଲରେ ସ୍ନେହ ଓ ଭାଇଚାରାର ପର୍ବ: ଆନନ୍ଦର ସହ ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ ନିବାସୀ ଭୁବନେଶ୍ୱର: ସ୍ଥାନୀୟ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ହଷ୍ଟେଲରେ ରାକ୍ଷୀ ପୂର୍ଣ୍ଣିମା (ରକ୍ଷାବନ୍ଧନ) ପର୍ବ ଅତ୍ୟନ୍ତ ଆନନ୍ଦଉଲ୍ଲାସ ଓ ଭାବପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଘରଠାରୁ ଦୂରରେ ରହୁଥିବା ହଷ୍ଟେଲର ବିଦ୍ୟାର୍ଥୀମାନେ ନିଜ ନିଜ ଭିତରେ ଭାଇ-ଭଉଣୀର ସ୍ନେହ ଓ ପବିତ୍ର ସମ୍ପର୍କକୁ ଆଧାର କରି ଏହି ଦିନଟିକୁ ଉପଭୋଗ କରିଛନ୍ତି। ସକାଳୁ ହଷ୍ଟେଲ ପରିସରରେ…

Richa Chadha and Daughter Zuneyra Mark Onam by Gifting Robotic Elephant to Gurupuram Temple/ଓଣମ୍‌ରେ ରିଚା ଚଡ୍ଡାଙ୍କ ନିଆରା ପଦକ୍ଷେପ: କେରଳ ମନ୍ଦିରକୁ ଉପହାର ଦେଲେ ଯାନ୍ତ୍ରିକ ହାତୀ

ଓଣମ୍‌ରେ ନିଆରା ପଦକ୍ଷେପ: କେରଳ ମନ୍ଦିରକୁ ଯାନ୍ତ୍ରିକ ହାତୀ ଉପହାର ଦେଲେ ଅଭିନେତ୍ରୀ ରିଚା ଚଡ୍ଡା ବଲିଉଡ୍ ଅଭିନେତ୍ରୀ ରିଚା ଚଡ୍ଡା ଏଥର ଓଣମ୍ ପର୍ବକୁ ଏକ ଭିନ୍ନ ଓ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସେ ନିଜର ଛୋଟ ଝିଅ ଜୁନେରାଙ୍କ ସହ କେରଳର ପ୍ରସିଦ୍ଧ ‘ଗୁରୁପୁରମ୍ ଶ୍ରୀ ମହାବିଷ୍ଣୁ ମନ୍ଦିର’ ପରିଦର୍ଶନ କରିବା ସହ ମନ୍ଦିରକୁ ଏକ ବିଶାଳ ଯାନ୍ତ୍ରିକ (ମେକାନିକାଲ୍) ହାତୀ ଉପହାର ଦେଇଛନ୍ତି। PETA ଇଣ୍ଡିଆ ସହଯୋଗରେ ଦିଆଯାଇଥିବା ଏହି ଯାନ୍ତ୍ରିକ…