News Inshot

“Zero Tolerance Against Crime”: CM Unveils Smart Policing Blueprint for Safe Odisha/ପୋଲିସକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧୦ ମାର୍ଗଦର୍ଶନ: ନିଶା ବେପାର ଓ ଦାଦା ବଟି ଉପରେ କଡ଼ା ନଜର

ଭୁବନେଶ୍ୱର: ଓଡ଼ିଶାରେ ସ୍ମାର୍ଟ ପୋଲିସିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ବିଭାଗକୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ ଦେଇଛନ୍ତି। ରାଜ୍ୟ ସ୍ତରୀୟ ଡିଜିପି-ଆଇଜିପି ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା, ସାଇବର ସୁରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷାର ସମୀକ୍ଷା କରିବା ସହ ଭବିଷ୍ୟତର ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମହିଳାବିରୋଧୀ ହିଂସା ଓ ସଂଗଠିତ ଅପରାଧ ବିରୋଧରେ ‘ଜିରୋ ଟଲରେନ୍ସ’ ନୀତି ଆପଣାଯିବ। ବର୍ତ୍ତମାନ…

Legal Trouble for ‘Toxic’: Producers Send Notices to YouTubers Over Negative Reviews/’ଟକ୍ସିକ୍’ ରିଭ୍ୟୁ ପାଇଁ ୟୁଟ୍ୟୁବର୍‌ଙ୍କୁ ନୋଟିସ୍: ଅଦାଲତ ପହଞ୍ଚିଲେ ୟଶଙ୍କ ଫିଲ୍ମ ନିର୍ମାତା

ଖରାପ ରିଭ୍ୟୁ ଦେବାରୁ ୟୁଟ୍ୟୁବର୍‌ଙ୍କୁ ଆଇନଗତ ନୋଟିସ୍: ସାଉଥ୍ ଫିଲ୍ମ ‘ଟକ୍ସିକ୍’କୁ ନେଇ ବଢ଼ିଲା ବିବାଦ ସାଉଥ୍ ସୁପରଷ୍ଟାର୍ ୟଶଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ୍: ଏ ଫେୟାରୀ ଟେଲ୍ ଫର୍ ଗ୍ରୋନ୍-ଅପ୍ସ’ ପ୍ରେକ୍ଷାଳୟକୁ ଆସିବା ମାତ୍ରେ ବିବାଦରେ ଛନ୍ଦି ହୋଇପଡ଼ିଛି। ଫିଲ୍ମଟି ରିଲିଜ୍ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଅନେକ ୟୁଟ୍ୟୁବର୍ ଓ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ଫିଲ୍ମର ନିର୍ମାତାମାନଙ୍କ ତରଫରୁ ଆଇନଗତ ନୋଟିସ୍ ପଠାଯାଇଥିବା ଅଭିଯୋଗ ହୋଇଛି। ଫିଲ୍ମ ବିଷୟରେ ନକାରାତ୍ମକ କିମ୍ବା ଖରାପ…

Mysterious History of Bhubaneswar’s Parasurameswara Temple: The Secret Behind Ganesha’s Missing Mouse/ପରଶୁରାମେଶ୍ୱର ମନ୍ଦିର ଏବଂ ପ୍ରଭୁ ଗଣେଶଙ୍କ ମୂଷିକ ବାହନ ପଛର ପ୍ରାଚୀନ ରହସ୍ୟ..

  ଭୁବନେଶ୍ୱରର ପ୍ରାଚୀନ ପରଶୁରାମେଶ୍ୱର ମନ୍ଦିରରୁ ସାମ୍ନାକୁ ଆସିଲା ବଡ଼ ତଥ୍ୟ: ୭ମ ଶତାବ୍ଦୀ ପୂର୍ବରୁ ଗଣେଶଙ୍କ ସହ କାହିଁକି ନଥିଲେ ମୂଷିକ? ଭୁବନେଶ୍ୱର: ସନାତନ ଧର୍ମରେ ପ୍ରଭୁ ଶ୍ରୀଗଣେଶଙ୍କୁ ବିଘ୍ନହର୍ତ୍ତା ଓ ପ୍ରଥମ ପୂଜ୍ୟ ଦେବତା ଭାବେ ଗ୍ରହଣ କରାଯାଏ। ଯେକୌଣସି ପୂଜାର୍ଚ୍ଚନା କିମ୍ବା ଶୁଭ କାର୍ଯ୍ୟ ଗଣପତିଙ୍କ ଆବାହନ ବିନା ଅସମ୍ପୂର୍ଣ୍ଣ। ଆମେ ସମସ୍ତେ ଗଣପତିଙ୍କ ସହ ତାଙ୍କ ବାହନ ‘ମୂଷିକ’ (ମୂଷା)କୁ ଦେଖିବାରେ ଅଭ୍ୟସ୍ତ। କିନ୍ତୁ ଆପଣ ଜାଣନ୍ତି କି, ଓଡ଼ିଶାର ଐତିହାସିକ…

Paradip Ship Sinking Incident: 2 Crew Members Rescued After 20 Hours in Sea Share Chilling Ordeal/ଦେଖୁ ଦେଖୁ ସମୁଦ୍ରରେ ବୁଡ଼ିଗଲା ‘ଏମ୍ ଭି ଓସେନ୍ ଓ୍ବିନର୍’; ତଦନ୍ତକାରୀ ସଂସ୍ଥା ଆଗରେ ଭୟାନକ କାହାଣୀ କହିଲେ ୨ ଉଦ୍ଧାର କ୍ରୀୟୁ ସଦସ୍ୟ

ପାରାଦୀପ ସମୁଦ୍ରରେ ଜାହାଜ ବୁଡ଼ିବା ଘଟଣା: ୨୦ ଘଣ୍ଟା ପାଣିରେ ଭାସିବା ପରେ ମୃତ୍ୟୁ ମୁଖରୁ ଫେରିଲେ ୨ କ୍ରୀୟୁ ସଦସ୍ୟ, ବର୍ଣ୍ଣନା କଲେ ସେହି ଭୟାନକ କାହାଣୀ ପାରାଦୀପ: ସମୁଦ୍ରର ଉତ୍ତାଳ ଲହଡ଼ି, ଚାରିଆଡ଼େ ଅନ୍ଧକାର ଆଉ ଆଖି ସାମ୍ନାରେ ମୃତ୍ୟୁ। ପାରାଦୀପ ଉପକୂଳରୁ ପ୍ରାୟ ୨୩୦ ନଟିକାଲ ମାଇଲ ଦୂର ସମୁଦ୍ର ମଝିରେ ‘ଏମ୍ ଭି ଓସେନ୍ ଓ୍ବିନର୍’ ଜାହାଜ ବୁଡ଼ିଯିବା ପରେ ଘଟିଥିବା ସେହି ଛାତିଥରା ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି ଉଦ୍ଧାର ହୋଇଥିବା…

Indian Army to Get US Javelin Anti-Tank Missile System Under FMS Agreement/ଆମେରିକାରୁ ଆଣ୍ଟି-ଟ୍ୟାଙ୍କ ‘ଜାଭେଲିନ୍’ ମିସାଇଲ୍ କିଣିବ ଭାରତ: ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଚୁକ୍ତି ସ୍ୱାକ୍ଷର

ଆମେରିକାରୁ ଆଣ୍ଟି-ଟ୍ୟାଙ୍କ ‘ଜାଭେଲିନ୍’ ମିସାଇଲ୍ କିଣିବ ଭାରତ: ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଚୁକ୍ତି ସ୍ୱାକ୍ଷର ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଁ ଆମେରିକା ସହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଛି। ଆମେରିକାର ଶକ୍ତିଶାଳୀ ‘ଜାଭେଲିନ୍’ (FGM-148 Javelin) ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସିଷ୍ଟମ୍ କିଣିବା ପାଇଁ ଭାରତୀୟ ସେନା ‘ଲେଟର ଅଫ୍ ଅଫର ଆଣ୍ଡ ଆକ୍ସେପ୍ଟାନ୍ସ’ (LOA) ସ୍ୱାକ୍ଷର କରିଛି। ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି।…