Baba Ramdev Demonstrates ‘Ayurvedic Hookah’ for Cold & Congestion; Doctors Raise Health Concerns/ଥଣ୍ଡା-କଫ ଭଲ କରିବ ‘ଆୟୁର୍ବେଦିକ ହୁକା’? ରାମଦେବଙ୍କ ଦାବି ପରେ ଡାକ୍ତର ଦେଲେ ଚେତାବନୀ
ବାବା ରାମଦେବଙ୍କ ‘ଆୟୁର୍ବେଦିକ ହୁକା’କୁ ନେଇ ଚର୍ଚ୍ଚା: ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଏବେ ଯୋଗଗୁରୁ ବାବା ରାମଦେବଙ୍କ ଗୋଟିଏ ନୂଆ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଏକ ‘ଆୟୁର୍ବେଦିକ ହୁକା’ (ମୁଲେଠି ହୁକା) ତିଆରି କରି ଦେଖାଉଛନ୍ତି। ଯେଉଁଥିରେ ସାଧାରଣ ତମାଖୁ ବଦଳରେ ଯଷ୍ଟିମଧୁ (ମୁଲେଠି), ହଳଦୀ, ସୋରିଷ, ଦେଶୀ ଘିଅ, କାକଡ଼ା ସିଙ୍ଗୀ ଏବଂ କପୂର ଭଳି ପ୍ରାକୃତିକ ଜିନିଷ ବ୍ୟବହାର କରାଯାଇଛି। ରାମଦେବଙ୍କ ଦାବି ଅନୁଯାୟୀ,…

