[In Pics] Why is Lord Ganesha Covered in Vermilion (Sindoor)?/ମନ୍ଦିରମାନଙ୍କରେ କାହିଁକି ଗଣେଶଙ୍କୁ ବୋଳାଯାଏ ସିନ୍ଦୂର? ଜାଣନ୍ତୁ ଏହାର ପୌରାଣିକ କଥା ଓ ଶ୍ରୀମନ୍ଦିରର ଇତିହାସ
ରଲଂ ଲମ୍ବୋଦରଂ ଶୂର୍ପକର୍ଣ୍ଣକଂ କଂ ରକ୍ତୱାସସମ୍ । ରକ୍ତଗନ୍ଧାନୁଲିପ୍ତା ଲିପ୍ତାଙ୍ଗ ରକ୍ତପୁଷ୍ପୀ ସୁପୂଜିତମ୍ ॥ [ରକ୍ତବର୍ଣ୍ଣ, ଲମ୍ବୋଦର, ଗଜକର୍ଣକ ଓ ରକ୍ତାମ୍ବରଧାରୀ, ରକ୍ତଚନ୍ଦନଲେପିତ ଓ ରକ୍ତପୁଷ୍ପରେ ସୁଶୋଭିତ ପ୍ରଭୁଙ୍କୁ ପ୍ରଣାମ କରୁଛି] ମନ୍ଦିରମାନଙ୍କରେ କାହିଁକି ଗଣେଶଙ୍କୁ ବୋଳାଯାଏ ସିନ୍ଦୂର? ଜାଣନ୍ତୁ ଏହାର ରହସ୍ୟ, ପୌରାଣିକ କଥା ଓ ଶ୍ରୀମନ୍ଦିରର ସ୍ୱତନ୍ତ୍ର ଇତିହାସ ସାଧାରଣତଃ ଆମେ ମନ୍ଦିର ବା ପୂଜା ମଣ୍ଡପଗୁଡ଼ିକରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତିରେ ସିନ୍ଦୂର ବା ନାରଙ୍ଗୀ (କମଳା) ରଙ୍ଗର ଲେପ ଦେଖିବାକୁ ପାଇଥାଉ।…

