Supreme Court Rejects Centre’s Plea, Directs Clear Service Benefit Rules for Veterans/କାର୍ଗିଲ ଯବାନଙ୍କୁ ମିଳିଲା ନ୍ୟାୟ, ସୁପ୍ରିମକୋର୍ଟ କହିଲେ— ଯବାନଙ୍କ ସ୍ୱାର୍ଥରେ ହେଉ ପେନସନ୍ ନିୟମ

ସେବା ନିୟମାବଳୀକୁ ସ୍ପଷ୍ଟ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନୂଆଦିଲ୍ଲୀ: ସେନାବାହିନୀର ଜବାନମାନଙ୍କ ପେନସନ୍‌ ଏବଂ ସେବା ସମ୍ବନ୍ଧୀୟ ନିୟମାବଳୀରେ ଥିବା ଅସ୍ପଷ୍ଟତାକୁ ଦୂର କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟକୁ କଠୋର ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସେନା କର୍ମଚାରୀଙ୍କ ସୁବିଧା ପାଇଁ ମନ୍ତ୍ରଣାଳୟ ଏକ ସ୍ପଷ୍ଟ ଏବଂ ସମ୍ପୂର୍ଣ୍ଣ ସେବା ନିୟମାବଳୀ (Subordinate Legislation) ପ୍ରସ୍ତୁତ କରିବା ନିହାତି ଜରୁରୀ, ଯାହା ଦ୍ୱାରା ଅବସରପ୍ରାପ୍ତ ଯବାନମାନଙ୍କୁ କୋର୍ଟ କଚେରୀ ଦୌଡ଼ିବାକୁ…

Supreme Court Issues Notice to Centre on Digital News Publishers’ Plea, Declines Stay Order/ପ୍ରେସ୍ ସ୍ୱାଧୀନତା ଓ DPDP ଆଇନ: ସୁପ୍ରିମ୍ କୋର୍ଟ ଗଲେ ଡିଜିଟାଲ୍ ଖବର ପ୍ରକାଶକ, କେନ୍ଦ୍ର ସରକାରଙ୍କୁ ଜବାବ ତଲବ

Standard DPDP ଆଇନକୁ ନେଇ କେନ୍ଦ୍ରକୁ ସୁପ୍ରିମ୍ କୋର୍ଟଙ୍କ ନୋଟିସ୍, ରୋକ୍ ଲଗାଇବାକୁ ମନା ନୂଆଦିଲ୍ଲୀ: digital personal data protection (DPDP) ଆଇନକୁ ନେଇ ଗଣମାଧ୍ୟମ କ୍ଷେତ୍ରରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହି ନୂଆ ଡାଟା ସୁରକ୍ଷା ନିୟମ ସାମ୍ବାଦିକତାର ସ୍ୱାଧୀନତା ଓ ସୂଚନା ଅଧିକାର (RTI) ଉପରେ ପ୍ରତିବନ୍ଧକ ଲଗାଉଥିବା ଅଭିଯୋଗ କରି ‘ଡିଜିଟାଲ୍ ନ୍ୟୁଜ୍ ପବ୍ଲିସର୍ସ ଆସୋସିଏସନ୍’ (DNPA) ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ…

ମାଇକ୍ ଧରି ସମସ୍ତେ ‘ସାମ୍ବାଦିକ’: ସୁପ୍ରିମ୍ କୋର୍ଟରେ ଚିନ୍ତା ପ୍ରକଟ କଲେ କେନ୍ଦ୍ର ସରକାର/Everyone with a Mic Claims to be an Independent Journalist: Centre in Supreme Court..

ମାଇକ୍ ଏବଂ ଫୋନ୍ ଧରି ସମସ୍ତେ ‘ସ୍ବାଧୀନ ସାମ୍ବାଦିକ’ ହୋଇଯାଉଛନ୍ତି: ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ବ୍ୟକ୍ତବ୍ୟ ନୂଆଦିଲ୍ଲୀ: ବର୍ତ୍ତମାନର ସୋସିଆଲ୍ ମିଡିଆ ଯୁଗରେ ପ୍ରକୃତ ସାମ୍ବାଦିକ ଏବଂ ସୋସିଆଲ୍ ମିଡିଆ କ୍ରିଏଟର ବା ‘ରିଲ୍ ମେକର’ଙ୍କ ମଧ୍ୟରେ ଫରକ୍ କରିବା କଷ୍ଟକର ହୋଇପଡ଼ିଛି । ଗୁରୁବାର ସୁପ୍ରିମ୍ କୋର୍ଟରେ ଏକ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ଏବଂ ସର୍ବୋଚ୍ଚ ଅଦାଲତ ଦ୍ୱାରା ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀରେ…

Major Relief for BJD Leader Pratap Jena as Supreme Court Grants Clean Chit in Mahanga Case/ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱାସନା; ବିଜେଡି କହିଲା— ‘ସତ୍ୟ ଓ ଆଇନର ବିଜୟ’

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍, ସ୍ୱାଗତ କଲା ବିଜେଡି ଭୁବନେଶ୍ୱର (ନ୍ୟୁଜ୍ ଇନ୍‌ସଟ୍): ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ଥା ବିଜେଡି ନେତା ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କ୍ଲିନଚିଟ୍ ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ପରେ ମାମଲାର ସମ୍ପୂର୍ଣ୍ଣ ଆଇନଗତ ସ୍ଥିତି ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୨ ତାରିଖରେ ମାହାଙ୍ଗାରେ ବିଜେପି ନେତା କୁଳମଣି ବାରିକ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ…

Delhi Police Detain Lawyers During CJP Protest; Released After CJI Surya Kant’s Intervention/ଦିଲ୍ଲୀରେ ଆଇନଜୀବୀଙ୍କୁ ଅଟକ: SCBA ର ଜରୁରୀ ଆବେଦନ ପରେ CJIଙ୍କ ହସ୍ତକ୍ଷେପ, ସମସ୍ତେ ମୁକ୍ତ

ଆଇନଜୀବୀଙ୍କୁ ଅଟକ ଘଟଣା: ପ୍ରଧାନ ବିଚାରପତିଙ୍କ ହସ୍ତକ୍ଷେପ ପରେ ସମସ୍ତେ ମୁକ୍ତ ନୂଆଦିଲ୍ଲୀ: ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ସମୟରେ ପୋଲିସ ଦ୍ୱାରା କିଛି ଆଇନଜୀବୀଙ୍କୁ ଅଟକ ରଖାଯିବା ଘଟଣା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ‘କାକରୋଚ ଜନତା ପାର୍ଟି’ (CJP) ର ଆନ୍ଦୋଳନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟ ପରିସର ଓ ଚାମ୍ବରରୁ କିଛି ଆଇନଜୀବୀଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ…