Indian Air Force Ready for Multi-Domain Challenges, Says Air Chief Marshal A. P. Singh/ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ବାୟୁସେନା ସଦାସର୍ବଦା ପ୍ରସ୍ତୁତ: ବାୟୁସେନା ମୁଖ୍ୟ

‘ଭାରତୀୟ ବାୟୁସେନା ଏବେ ଏକ ଶକ୍ତିଶାଳୀ ଓ ଆଧୁନିକ ନେଟୱାର୍କ-ସେଣ୍ଟ୍ରିକ ଫୋର୍ସ’: ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହ ନୂଆଦିଲ୍ଲୀ / ଗାଜିଆବାଦ: ଭାରତୀୟ ବାୟୁସେନା (IAF) ଆଜି ବିଶ୍ୱର ସବୁଠାରୁ ଶକ୍ତିଶାଳୀ, ଆଧୁନିକ ଓ ସମର୍ଥ ସୈନ୍ୟବାହିନୀ ମଧ୍ୟରେ ଅନ୍ୟତମ ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହ ପ୍ରକାଶ କରିଛନ୍ତି। ୯୪ତମ ବାୟୁସେନା ଦିବସ ଅବସରରେ ଗାଜିଆବାଦସ୍ଥିତ ହିନ୍ଦନ ଏୟାରବେସରେ ଆୟୋଜିତ ଭବ୍ୟ ସମାରୋହରେ ଉଦବୋଧନ ଦେଇ ସେ ଏହି ଗୁରୁତ୍ୱପୂର୍ଣ୍ଣ…

Western Odisha Celebrates Nuakhai with Grandeur; President, PM, and CM Extend Greetings/ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳିତ ହେଉଛି ଗଣପର୍ବ ‘ନୂଆଖାଇ’; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଧୂମଧାମରେ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’, ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଜି ପଶ୍ଚିମ ଓଡ଼ିଶାର କୋଣ-ଅନୁକୋଣରେ ଉତ୍ସବର ମାହୋଲ। ନିଜର ମାଟି, ସଂସ୍କୃତି ଓ ପରମ୍ପରାକୁ ନେଇ ପାଳିତ ହେଉଥିବା ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ। ନିର୍ଦ୍ଧାରିତ ଶୁଭ ଲଗ୍ନରେ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆ ଧାନର ଅନ୍ନ ଗ୍ରହଣ କରିଛନ୍ତି। ଏହାପରେ…

Heavy RaiOdisha Weather Update: Heavy Rain Alert & IMD Warning Issued/ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା, ୩ ଜିଲ୍ଲାକୁ ଅରେଞ୍ଜ-ରେଡ୍ ୱାର୍ଣ୍ଣିଂ!

ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର ପାଇଁ ଅରେଞ୍ଜ ଓ ରେଡ୍ ୱାର୍ଣ୍ଣିଂ ଜାରି ଭୁବନେଶ୍ୱର, ୧୬ ଅଗଷ୍ଟ ୨୦୨୬ :ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ବୃଦ୍ଧି ପାଇବାକୁ ଯାଉଛି ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ଆଜିଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥିତିକୁ ଦୃଷ୍ଟିରେ…