Kotia Standoff: Naveen Patnaik Writes to CM Mohan Majhi, Urges BJP to Honor 2024 Manifesto Promise

Kotia Standoff: Naveen Patnaik Writes to CM Mohan Majhi, Urges BJP to Honor 2024 Manifesto Promise/କୋଟିଆ ବିବାଦ: ସିଏମ୍‌ ମୋହନ ମାଝୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି; ବିଜେପିକୁ ୨୦୨୪ ସଂକଳ୍ପ ପତ୍ରର ପ୍ରତିଶ୍ରୁତି ମନେପକାଇଲେ

କୋଟିଆ ବିବାଦ: ସିଏମ୍‌ ମୋହନ ମାଝୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି; ବିଜେପିକୁ ୨୦୨୪ ସଂକଳ୍ପ ପତ୍ରର ପ୍ରତିଶ୍ରୁତି ମନେପକାଇଲେ News Inshot: ଆନ୍ଧ୍ରପ୍ରଦେଶ ସହ ଦୀର୍ଘଦିନରୁ ଚାଲିଆସୁଥିବା କୋଟିଆ ସୀମା ବିବାଦକୁ ନେଇ ଓଡ଼ିଶା ରାଜନୀତି ଗରମ ହୋଇଛି। ବିରୋଧୀ ଦଳ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି କୋଟିଆ ମୁଦ୍ଦାକୁ କେନ୍ଦ୍ର ସରକାରଙ୍କ ନିକଟରେ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି। ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଏବଂ ସାମ୍ବିଧାନିକ…

Odisha Campus Polls: CM Mohan Majhi Slams Previous Govt, Naveen Patnaik Hails ‘Gen-Z’ & Student Power/ଛାତ୍ର ସଂସଦ ନିର୍ବାଚନ: ପୂର୍ବ ସରକାରଙ୍କୁ ମୋହନ ମାଝୀଙ୍କ ସମାଲୋଚନା, Gen-Z କୁ ନବୀନଙ୍କ ପ୍ରଶଂସା..

କଲେଜ ନିର୍ବାଚନ: କ୍ୟାମ୍ପସରେ ଗଣତନ୍ତ୍ର ଫେରାଇଛୁ କହିଲେ ମୁଖ୍ୟମନ୍ତ୍ରୀ, ଜେନ୍-ଜି (Gen-Z) କୁ ନେଇ ନବୀନଙ୍କ ପ୍ରଶଂସା ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହେବା ପରେ ରାଜନୈତିକ ବୟାନବାଜି ଜୋର ଧରିଛି। ନିର୍ବାଚନରେ ଜିତିଥିବା ପ୍ରାର୍ଥୀଙ୍କୁ ଉଭୟ ଶାସକ ଓ ବିରୋଧୀ ଶିବିରରୁ ଶୁଭେଚ୍ଛା ମିଳିଥିବାବେଳେ, ପୂର୍ବ ସରକାରଙ୍କୁ କଟାକ୍ଷ କରିବାକୁ ଭୁଲି ନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋହନ ମାଝୀଙ୍କ କଟାକ୍ଷ ଓ ସରକାରଙ୍କ ସଫଳତା:…

“Double Engine Govt Has Failed Everyone, Gen Z’s Future Is Dark”: Naveen Patnaik Slams Govt at BJD Padayatra/ଡବଲ ଇଞ୍ଜିନ ସରକାରରେ ସମସ୍ତେ ହଇରାଣ: ଭୁବନେଶ୍ୱର ପଦଯାତ୍ରାରେ ବର୍ଷିଲେ ନବୀନ..

ଡବଲ ଇଞ୍ଜିନ ସରକାରରେ ସମସ୍ତେ ହଇରାଣ, Gen Z ର ଭବିଷ୍ୟତ ଅନ୍ଧାର: ଭୁବନେଶ୍ୱର ପଦଯାତ୍ରାରେ ବର୍ଷିଲେ ନବୀନ ଭୁବନେଶ୍ୱର (ନ୍ୟୁଜ୍ ଡେସ୍କ): ରାଜ୍ୟର ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କୁ ସୋଜାସୋଜି ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଦଳର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ସେ ସରକାରଙ୍କ ଅପାରଗତା ନେଇ କଡ଼ା ସମାଲୋଚନା କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ଆମ ସରକାର ସମୟରେ…

Naveen Patnaik Flags Off BJD’s Statewide ‘Jana Samparka Padayatra’/ଭୁବନେଶ୍ୱରରୁ ଆରମ୍ଭ ହେଲା ବିଜେଡିର ‘ଜନସମ୍ପର୍କ ପଦଯାତ୍ରା’

ନବୀନ ପଟ୍ଟନାୟକଙ୍କ ଶୁଭାରମ୍ଭ: ଆଜିଠୁ ବିଜେଡିର ମାସବ୍ୟାପୀ ‘ଜନସମ୍ପର୍କ ପଦଯାତ୍ରା’ ଭୁବନେଶ୍ୱର: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଜିଠୁ ସାରା ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି)ର ବହୁପ୍ରତୀକ୍ଷିତ ‘ଜନସମ୍ପର୍କ ପଦଯାତ୍ରା’ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରଠାରେ ଦଳର ସୁପ୍ରିମୋ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜେ ଉପସ୍ଥିତ ରହି ଏହି ମାସବ୍ୟାପୀ ଗଣସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ।…

Biju Patnaik Statue Vandalized Near Siali Beach; BJD Warns of Mass Protests/ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୁତ୍ତ: ପୋଲିସର ନିଷ୍କ୍ରିୟତାକୁ ନେଇ ବର୍ଷିଲେ ପ୍ରଶାନ୍ତ ମୁଦୁଲି…

ଶିଆଳି ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା: ଦୁର୍ବୁତ୍ତଙ୍କୁ ଗିରଫ ଦାବିରେ ବିଜେଡିର ଗର୍ଜନ, ଶୁକ୍ରବାର ଘଟଣାସ୍ଥଳ ପରିଦର୍ଶନ କରିବ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ର ପ୍ରସିଦ୍ଧ ଶିଆଳି ବେଳାଭୂମି ନିକଟରେ ଥିବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୁତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଜେଡି ପକ୍ଷରୁ ଏହାକୁ ଓଡ଼ିଆ ଜାତିର…