107th Foundation Day of ‘Samaja’: Chief Minister Mohan Charan Majhi to Attend Grand Event at Rabindra Mandap/’ସମାଜ’ର ୧୦୭ତମ ସ୍ୱନକ୍ଷତ୍ର ଦିବସ: ରବୀନ୍ଦ୍ର ମଣ୍ଡପ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
‘ସମାଜ’ର ୧୦୭ତମ ସ୍ୱନକ୍ଷତ୍ର ଦିବସ: ରବୀନ୍ଦ୍ର ମଣ୍ଡପରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ଲୋକସେବକ ମଣ୍ଡଳ ଦ୍ୱାରା ପରିଚାଳିତ ପ୍ରସିଦ୍ଧ ଦୈନିକ ଓଡ଼ିଆ ଖବରକାଗଜ ‘ସମାଜ’ର ୧୦୭ତମ ସ୍ୱନକ୍ଷତ୍ର ଦିବସ ଆଜି ରବିବାର ପାଳିତ ହେଉଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ସନ୍ଧ୍ୟା ୫ଟାରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଛି। ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ…



