Bhubaneswar Idol Immersion 2026: BMC Gears Up with Artificial Ponds & Strict Guidelines/ଭୁବନେଶ୍ୱରରେ ମା’ଙ୍କ ଭାସାଣି ଉତ୍ସବ: ନଦୀ ପ୍ରଦୂଷଣ ରୋକିବ କୃତ୍ରିମ ପୋଖରୀ, ବିଏମସିର କଡ଼ା କଟକଣା

ଦୁର୍ଗାପୂଜା ୨୦୨୬: ଭାସାଣି ଉତ୍ସବ ପାଇଁ ବିଏମସିର ପ୍ରସ୍ତୁତି ସମୀକ୍ଷା, ତିଆରି ହେଲା ଅସ୍ଥାୟୀ ପୋଖରୀ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶାରଦୀୟ ଦୁର୍ଗାପୂଜାର ମହାପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ମା’ ଦୁର୍ଗାଙ୍କ ପ୍ରତିମା ବିସର୍ଜନ (ଭାସାଣି) କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ବ୍ୟାପକ ସମୀକ୍ଷା କରାଯାଇଛି। ମେୟର ସୁଲୋଚନା ଦାସ ଏବଂ ବିଏମସିର ବରିଷ୍ଠ ଅଧିକାରୀମାନେ ପୂଜା ମଣ୍ଡପ ଓ ସହରର ବିଭିନ୍ନ ଅଞ୍ଚଳ ଗସ୍ତ…

[In Pics] A Glimpse of Beautiful Durga Idols Across Capital Pandals/ଝଟକୁଛି ରାଜଧାନୀ, ଜମୁଛି ଭିଡ଼: ଭୁବନେଶ୍ୱର ପୂଜା ମଣ୍ଡପଗୁଡ଼ିକରୁ ଦେଖନ୍ତୁ ମା’ଙ୍କ ଅପୂର୍ବ ଦର୍ଶନ

ଉତ୍ସବମୁଖର ରାଜଧାନୀ: ୧୯୫ଟି ମଣ୍ଡପରେ ଶୋଭା ପାଉଛନ୍ତି ମା’ ଦୁର୍ଗା, ଜମୁଛି ଭକ୍ତଙ୍କ ଭିଡ଼ ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ଏବେ ଉତ୍ସବମୁଖର ପାଲଟିଛି ସମ୍ପୂର୍ଣ୍ଣ ରାଜଧାନୀ। ଧୂପ-ଦୀପ, ଚନ୍ଦନ ଏବଂ ଘଣ୍ଟ-ଶଙ୍ଖର ନାଦରେ ସହରର ଗଳିକନ୍ଦି ମୁଖରିତ ହୋଇଉଠିଛି। କମିଶନରେଟ୍ ପୋଲିସର ସୂଚନା ଅନୁସାରେ, ଏଥର ଭୁବନେଶ୍ୱରର ପ୍ରାୟ ୧୯୫ଟି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କର ଆକର୍ଷଣୀୟ ଓ ଦିବ୍ୟ ପ୍ରତିମୂର୍ତ୍ତି ଶୋଭା ପାଉଛି, ଯାହାକୁ ଦେଖିବା ପାଇଁ ସଞ୍ଜ ନମୁଣୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼…

[In Pics] From Puri’s Royal Gosani Jatra to Modern Pandals: Is Odisha Forgetting Its Native Craftsmen? /ବାହାର କାରିଗରଙ୍କୁ ସୁଯୋଗ, ଆମ କାରିଗର ଦାଦନ: ଏହାହିଁ କ’ଣ ଆମ ପୂଜାର ବାସ୍ତବତା?

ଜଗନ୍ନାଥ ଧାମରୁ ଗୋସାଣୀ ଯାତ୍ରା: କୋଟି କୋଟି ଟଙ୍କାର ପୂଜା ମଝିରେ କେଉଁଠି ହଜିଗଲେ ଓଡ଼ିଶାର ମାଟି କାରିଗର? ବ୍ରହ୍ମାଣ୍ଡର ଠାକୁର ଶ୍ରୀଜଗନ୍ନାଥଙ୍କ ଧାମ ଓଡ଼ିଶାରେ ଦୁର୍ଗାପୂଜା ଏକ ଭିନ୍ନ ଓ ନିଆରା ପରମ୍ପରାରେ ପାଳନ କରାଯାଏ। ମାର୍କଣ୍ଡେୟ ପୁରାଣ ଅନୁସାରେ, ଖ୍ରୀଷ୍ଟପୂର୍ବ ୩୦୦ ଶତାବ୍ଦୀରେ ଚେଦି ରାଜବଂଶର ରାଜା ସୁରଥ ଓଡ଼ିଶାରେ ପ୍ରଥମେ ଦୁର୍ଗାପୂଜାର ରୀତିନୀତି ଆରମ୍ଭ କରିଥିଲେ।     ପରବର୍ତ୍ତୀ ସମୟରେ, ୧୧ଶ ଶତାବ୍ଦୀରେ ଗଙ୍ଗ ରାଜବଂଶର ରାଜା ଚୋଡ଼ଗଙ୍ଗ ଦେବ ମହିଷାମର୍ଦ୍ଦିନୀ…