CDS Announces 2-Year Extension for Agniveers: First batch to benefit in 2026/ଅଗ୍ନିବୀରଙ୍କ ପାଇଁ ବଡ଼ ଖବର: ସମସ୍ତଙ୍କ ପାଇଁ ଖୋଲିଲା ସ୍ଥାୟୀ ନିଯୁକ୍ତିର ରାସ୍ତା, ୨ ବର୍ଷ ବଢ଼ିଲା କାର୍ଯ୍ୟକାଳ..
ଅଗ୍ନିବୀରଙ୍କ ପାଇଁ ବଡ଼ ଖବର: ୪ ବର୍ଷ ସେବା ପରେ ମିଳିବ ଆଉ ୨ ବର୍ଷର ଏକ୍ସଟେନସନ୍, ଘୋଷଣା କଲେ ସିଡିଏସ ନୂଆଦିଲ୍ଲୀ[News Inshot]: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାରେ ସାମିଲ ଥିବା ଅଗ୍ନିବୀରଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚାରି ବର୍ଷର ନିର୍ଦ୍ଧାରିତ ସେବା ଅବଧି ପୂରଣ ହେବା ପରେ ଅଗ୍ନିବୀରମାନଙ୍କୁ ଆଉ ୨ ବର୍ଷର ସେବା ସମ୍ପ୍ରସାରଣ (Extension) ମିଳିବ। କେନ୍ଦ୍ରୀୟ କ୍ୟାବିନେଟର ମଞ୍ଜୁରୀ ପରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ)…



