CM Mohan Majhi Inaugurates ‘Garima’ Exhibition in Bhubaneswar/’ଗରିମା’ ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ଆମର ପ୍ରାଥମିକତା: ‘ଗରିମା’ ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର:ସଫେଇ କର୍ମଚାରୀମାନଙ୍କୁ ସମାଜରେ ଉଚିତ ସମ୍ମାନ, ସୁରକ୍ଷା ଓ ସ୍ୱାଭିମାନର ସହ ଜୀବନଜୀବିକା ଯୋଗାଇଦେବା ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ “ଗରିମା – ଦ୍ୱିତୀୟ ଜାତୀୟ କର୍ମଶାଳା”ର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟ…

4.4 Magnitude Earthquake Hits Koraput; No Damage Reported/କୋରାପୁଟ ଓ ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ: ଭୟରେ ଘରୁ ବାହାରି ଆସିଲେ ଲୋକେ…

କୋରାପୁଟ ଓ ମାଲକାନଗିରିରେ ମୃଦୁ ଭୂକମ୍ପ: ଭୟରେ ଘରୁ ବାହାରି ଆସିଲେ ଲୋକେ କୋରାପୁଟ: ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ଏହାର ଆଖପାଖ ଅଞ୍ଚଳରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ହଠାତ୍ ଭୂମି କମ୍ପିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (NCS) ର ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ୩୧ ମିନିଟ୍…