Headlines

Odisha Police Chief Reviews Central Range Law & Order Ahead of Upcoming Festivals/ଆଗାମୀ ପାର୍ବଣ ପାଇଁ ପୋଲିସର ବଡ଼ ପ୍ରସ୍ତୁତି: କଟକରେ ଡିଜିପିଙ୍କ ହାଇଲେଭେଲ ମିଟିଂ…

ଆଗାମୀ ପାର୍ବଣ ପାଇଁ ଡିଜିପିଙ୍କ ବଡ଼ ବୈଠକ: କେନ୍ଦ୍ରାଞ୍ଚଳ ରେଞ୍ଜର ଆଇନ-ଶୃଙ୍ଖଳା ସମୀକ୍ଷା କଟକ: ଆଗକୁ ଆସୁଛି ପାର୍ବଣ ଋତୁ। ଗଣେଶ ପୂଜା, ନୂଆଖାଇ, ଦୁର୍ଗାପୂଜାଠାରୁ ଆରମ୍ଭ କରି ବାଲିଯାତ୍ରା ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ବଡ଼ ପର୍ବପର୍ବାଣୀ ଆସୁଥିବାରୁ ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପୋଲିସ ପ୍ରଶାସନ ତତ୍ପର ହୋଇଉଠିଛି। ଏହି ପରିପ୍ରେକ୍ଷୀରେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ କେନ୍ଦ୍ରାଞ୍ଚଳ ରେଞ୍ଜର ଆଇନ-ଶୃଙ୍ଖଳା ଓ ଅପରାଧ ସ୍ଥିତିକୁ ନେଇ…

No Relief for Rahul Gandhi: Bombay High Court Refuses to Quash Defamation Case/’Commander-in-Thief’ ମନ୍ତବ୍ୟ ମାମଲା: ରାହୁଲ ଗାନ୍ଧୀଙ୍କୁ ଲାଗିଲା ବଡ଼ ଝଟକା

ପ୍ରଧାନମନ୍ତ୍ରୀଙ୍କୁ ‘କମାଣ୍ଡର-ଇନ୍-ଥିଫ୍’ ମନ୍ତବ୍ୟ ମାମଲା: ରାହୁଲ ଗାନ୍ଧୀଙ୍କୁ ଝଟକା, ସମନ୍ସ ରଦ୍ଦ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ ମୁମ୍ବାଇ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ‘କମାଣ୍ଡର-ଇନ୍-ଥିଫ୍’ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ୨୦୧୯ ମସିହାରେ ତଳ କୋର୍ଟ ପକ୍ଷରୁ ଜାରି ହୋଇଥିବା ମାନହାନି ସମନ୍ସକୁ ରଦ୍ଦ କରିବା ପାଇଁ ରାହୁଲ ଗାନ୍ଧୀ କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ…

Minister’s Humanity at Telangana Assembly: Vakiti Srihari Administers CPR to Collapsed Official/ତେଲଙ୍ଗାନା ବିଧାନସଭାରେ ମନ୍ତ୍ରୀଙ୍କ ମାନବିକତା: ବେହୋସ୍ ଅଫିସରଙ୍କୁ ନିଜେ ଦେଲେ CPR..

ମନ୍ତ୍ରୀଙ୍କ ମାନବିକତା: ବିଧାନସଭା ପରିସରରେ ବେହୋସ୍ ଅଧିକାରୀଙ୍କୁ CPR ଦେଇ ଜୀବନ ବଞ୍ଚାଇଲେ ୱାକିଟି ଶ୍ରୀହରି ହାଇଦ୍ରାବାଦ: ତେଲଙ୍ଗାନା ବିଧାନସଭା ପରିସରରେ ଆଜି ଏକ ସଂବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ (IAS) ନବୀନ ମିତ୍ତଲଙ୍କ ବ୍ୟକ୍ତିଗତ ସଚିବ (PS) ରାଜୁ ଅଚାନକ ବେହୋସ୍ ହୋଇ ତଳେ ପଡ଼ିଯିବାରୁ ସେଠାରେ ଆଫ୍ରାତଫ୍ରି ପରିସ୍ଥିତି ସୃଷ୍ଟି ହୋଇଥିଲା।ଏହା ଦେଖି ତେଲଙ୍ଗାନାର ପଶୁପାଳନ ମନ୍ତ୍ରୀ ୱାକିଟି ଶ୍ରୀହରି ବିନା କୌଣସି ବିଳମ୍ବରେ ତୁରନ୍ତ ଆଗେଇ ଆସିଥିଲେ।…

5 Rare Orangutans Rescued from Balasore Forest, Investigation Underway/ବାଲେଶ୍ୱର ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଉଦ୍ଧାର, ତଦନ୍ତ ଆରମ୍ଭ ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଉଦୟପୁର ବନଖଣ୍ଡର ଏକ ପାଟ୍ରୋଲିଂ ଟିମ୍ ବଡ଼ପାହାଡ଼ ନିକଟରୁ ଏହି ଜୀବମାନଙ୍କୁ ପ୍ରଥମେ ଦେଖିବାକୁ ପାଇଥିଲେ। ମଙ୍ଗଳବାର ସକାଳେ ନିୟମିତ ପାଟ୍ରୋଲିଂ ସମୟରେ ବନ ବିଭାଗ କର୍ମଚାରୀମାନେ ଏମାନଙ୍କୁ ଦେଖି ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଏହାପରେ ଏକ ସ୍ୱତନ୍ତ୍ର ଟିମ୍…

New Rules for Lord Jagannath’s Temple Land: GIS Mapping and Online Settlement Portal Introduced/ଶ୍ରୀମନ୍ଦିର ଜମିର ହେବ ଡିଜିଟାଲ୍ ମ୍ୟାପିଂ:ନୂଆ ନିୟମାବଳୀ-୨୦୨୬କୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ପାଇଁ ନୂଆ ନିୟମ: ଏବେ ଅନଲାଇନ୍‌ରେ ହେବ ସବୁ କାମ, ଜିଆଇଏସ୍‌ ମ୍ୟାପିଂ ଜରିଆରେ ରହିବ କଡ଼ା ନଜର ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମା ପରିଚାଳନାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମାବଳୀ-୨୦୨୬’ କୁ ମଞ୍ଜୁରୀ ମିଳିଛି | ଏହି ନୂଆ ନିୟମ ଫଳରେ ୨୦୦୩ ଓ…