Mahanadi is Odisha’s Lifeline: CM Mohan Majhi Assures Protection of State’s Water Rights/ମହାନଦୀ ଆମ ଜୀବନରେଖା: ଓଡ଼ିଶାର ସ୍ୱାର୍ଥ ସହ କୌଣସି ବୁଝାମଣା ନାହିଁ, ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା..

ମହାନଦୀ ଜଳ ବିବାଦ: ଶୀଘ୍ର ଆସିବ ଚୂଡ଼ାନ୍ତ ନିଷ୍ପତ୍ତି, ଉଭୟ ଓଡ଼ିଶା ଓ ଛତିଶଗଡ଼ର ସ୍ୱାର୍ଥକୁ ମିଳିବ ପ୍ରାଧାନ୍ୟ ନୂଆଦିଲ୍ଲୀ / ଭୁବନେଶ୍ୱର: ବହୁ ବର୍ଷରୁ ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଏବେ ନିକଟତର ହେବାରେ ଲାଗିଛି। ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ…

Double Blow: Jet Fuel & Commercial LPG Rates Raised; Air Travel May Get Costlier/ହୋଟେଲ୍‌-ରେଷ୍ଟୁରାଣ୍ଟ ଓ ବିମାନ ଯାତ୍ରୀଙ୍କୁ ଝଟକା: କମର୍ସିଆଲ LPG ଓ ଇନ୍ଧନ ଦର ବୃଦ୍ଧି..

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: କମର୍ସିଆଲ LPG ସିଲିଣ୍ଡର ୬୨.୫୦ ଟଙ୍କା ଏବଂ ବିମାନ ଇନ୍ଧନ ୧୬ ଟଙ୍କା ବୃଦ ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଲୋକଙ୍କ ସହ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ LPG ସିଲିଣ୍ଡର ଏବଂ ବିମାନ ଇନ୍ଧନ (ATF) ଦରରେ ଭାରି ବୃଦ୍ଧି କରିଛନ୍ତି। ନୂଆ ଦର ଅନୁସାରେ, ୧୯ କିଲୋଗ୍ରାମିଆ କମର୍ସିଆଲ LPG ସିଲିଣ୍ଡର ପିଛା ଦାମ୍…

Women’s Safety in Cab Apps: Delhi HC Demands Answers from Ola, Uber, and Rapido/ମହିଳା ଯାତ୍ରୀଙ୍କ ସୁରକ୍ଷା ନେଇ ହାଇକୋର୍ଟ କଡ଼ା: ଆପ୍-ଟ୍ୟାକ୍ସି କମ୍ପାନୀ ଏବଂ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ମହିଳା ସୁରକ୍ଷାକୁ ନେଇ କଠୋର ଦିଲ୍ଲୀ ହାଇକୋର୍ଟ: ଓଲା, ଉବର, ରାପିଡୋକୁ କାରଣ ଦର୍ଶାଅ ନୋଟିସ ନୂଆଦିଲ୍ଲୀ: ଆପ୍‌-ଭିତ୍ତିକ ଟ୍ୟାକ୍ସି ସେବାରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଓଲା, ଉବର ଏବଂ ରାପିଡୋ ଭଳି ପ୍ରମୁଖ ରାଇଡ୍‌-ହେଲିଂ କମ୍ପାନୀଗୁଡ଼ିକ ସହ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ କି ପ୍ରକାର ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ଜବାବ…

No UPI Payments on Oct 2: Mobile Retailers Stage Countrywide Protest Against New Charges/UPI ଉପରେ ଚାର୍ଜକୁ ବିରୋଧ: ଅକ୍ଟୋବର ୨ରେ ସାରା ଦେଶରେ ‘No UPI Day’

ଅକ୍ଟୋବର ୨ରେ ‘No UPI Day’ ଡାକରା: UPI ଉପରେ ଚାର୍ଜକୁ ବିରୋଧ କରି ମୋବାଇଲ ବ୍ୟବସାୟୀଙ୍କ ବଡ଼ ପଦକ୍ଷେପ ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ ତାରିଖ (ଗାନ୍ଧୀ ଜୟନ୍ତୀ)ରେ ସାରା ଦେଶରେ ‘No UPI Day’ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଅଲ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନ (AIMRA)। ଡିଜିଟାଲ ଲେଣଦେଣକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ UPI କାରବାର ଉପରେ ପ୍ରସ୍ତାବିତ MDR (ମରଚାଣ୍ଟ ଡିସକାଉଣ୍ଟ ରେଟ୍) ଚାର୍ଜ ଲାଗୁ କରିବାକୁ ସରକାରଙ୍କ ଯୋଜନା…

El Niño Impact: Rice, Tur Dal, and Edible Oil Prices May Surge; Government Prepares Buffers/ଏଲ୍ ନିନୋ ପ୍ରଭାବ: ବଢ଼ିପାରେ ଚାଉଳ, ହରଡ଼ ଡାଲି ଓ ଖାଇବା ତେଲ ଦର; ଚିନ୍ତାରେ ସରକାର

ଏଲ୍ ନିନୋ ପ୍ରଭାବ: ବଢ଼ିପାରେ ଚାଉଳ, ହରଡ଼ ଡାଲି ଓ ଖାଇବା ତେଲ ଦର; ଚିନ୍ତାରେ ସରକାର ଖାଉଟିଙ୍କ ପକେଟ୍‌ ଉପରେ ପୁଣି ପଡ଼ିପାରେ ମହଙ୍ଗା ମାଡ଼। ପାଣିପାଗର ପରିବର୍ତ୍ତନ ଏବଂ ‘ଏଲ୍ ନିନୋ’ (El Niño) ର ପ୍ରଭାବ ଯୋଗୁଁ ଆଗାମୀ ଦିନରେ ଦେଶରେ ଖାଦ୍ୟ ସାମଗ୍ରୀର ଦରଦାମ୍ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଶେଷ କରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯେପରିକି ଚାଉଳ, ହରଡ଼ ଡାଲି (ଟୁର ଡାଲି) ଏବଂ ଖାଇବା ତେଲର…