Big Relief for Zee Founder Subhash Chandra: NCLT Approves ₹6.5 Cr Settlement for ₹22,000 Cr Debt; Congress Terms it ‘Mundan’/Zee TV ସଂସ୍ଥାପକ ସୁବାଷ ଚନ୍ଦ୍ରଙ୍କୁ ବଡ଼ ଆଶ୍ୱସ୍ତି: ୨୨,୦୦୦ କୋଟି ବଦଳରେ ଦେବେ ମାତ୍ର ୬.୫ କୋଟି!
୨୨,୦୦୦ କୋଟି ବଦଳରେ ମାତ୍ର ୬.୫ କୋଟି! ସୁବାଷ ଚନ୍ଦ୍ରଙ୍କ ଋଣ ଫେରସ୍ତ ଯୋଜନାକୁ NCLTର ମଞ୍ଜୁରୀ, କଂଗ୍ରେସର ତୀବ୍ର କଟାକ୍ଷ ନୂଆଦିଲ୍ଲୀ: ପ୍ରସିଦ୍ଧ ବ୍ୟବସାୟୀ ‘ଜୀ ଗ୍ରୁପ୍’ର ସଂସ୍ଥାପକ ସୁବାଷ ଚନ୍ଦ୍ରଙ୍କ ବ୍ୟକ୍ତିଗତ ଦେବାଳିଆ ମାମଲାରେ ଏକ ବଡ଼ ନିଷ୍ପତ୍ତି ଆସିଛି। ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (NCLT) ସୁବାଷ ଚନ୍ଦ୍ରଙ୍କ ଏକ ଋଣ ପରିଶୋଧ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅନୁସାରେ, ବ୍ୟାଙ୍କ ଓ ଋଣଦାତାମାନଙ୍କର ପ୍ରାୟ ୨୨,୦୦୬.୫୭ କୋଟି ଟଙ୍କା ବାକି…

