Congress to Hit Streets Demanding CEC’s Removal; Calls for Lok Bhavan March on Sept 25/CEC ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବି: ୨୫ରେ ‘ଲୋକ ଭବନ’ ଘେରାଉ କରିବ କଂଗ୍ରେସ

ମୁଖ୍ୟ ନିର୍ବାଚନ କମିଶନରଙ୍କ ହଟାଇବା ଦାବିରେ କଂଗ୍ରେସର ବିକ୍ଷୋଭ: ୨୫ରେ ‘ଲୋକ ଭବନ’ ଚାଲୋ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଏବଂ ଗିରଫ କରିବା ଦାବିରେ କଂଗ୍ରେସ ସାରା ଦେଶରେ ନିଜର ଆନ୍ଦୋଳନକୁ ଜୋରଦାର କରିଛି। ଏହି କ୍ରମରେ କେରଳ ପ୍ରଦେଶ କଂଗ୍ରେସ କମିଟି (KPCC) ପକ୍ଷରୁ ସେପ୍ଟେମ୍ବର ୨୫ ତାରିଖରେ ତିରୁବନନ୍ତପୁରମ୍ ସ୍ଥିତ ‘ଲୋକ ଭବନ’ (ରାଜଭବନ) ପର୍ଯ୍ୟନ୍ତ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରାଯିବ ବୋଲି ଘୋଷଣା କରାଯାଇଛି।…

Tragedy on Yamuna Expressway: 9 Dead in Bus Fire, Passengers Jump Out to Escape/ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ବସ୍ ଦୁର୍ଘଟଣା: ନିଆଁ ଲାଗି ୯ ମୃତ, କାଚ ଭାଙ୍ଗି ଜୀବନ ବଞ୍ଚାଇଲେ ଯାତ୍ରୀ

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ବସ୍ ଦୁର୍ଘଟଣା: ନିଆଁ ଲାଗି ୯ ଜଣଙ୍କର ମୃତ୍ୟୁ, କାଚ ଭାଙ୍ଗି ଜୀବନ ବଞ୍ଚାଇଲେ ଯାତ୍ରୀ ଯମୁନା ଏକ୍ସପ୍ରେସୱେରେ ଏକ ଅତ୍ୟନ୍ତ ଦୁଃଖଦ ଓ ଭୟାନକ ଦୁର୍ଘଟଣା ଘଟିଯାଇଛି। ଦିଲ୍ଲୀରୁ ଉତ୍ତର ପ୍ରଦେଶର ମହୋବା ଅଭିମୁଖେ ଯାଉଥିବା ଏକ ଘରୋଇ ଏସି ସ୍ଲିପର ବସରେ ହଠାତ୍ ନିଆଁ ଲାଗିଯିବାରୁ ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇପ୍ରାଣ ହରାଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ବୁଧବାର…

CEC Gyanesh Kumar Voter Roll Row: Office Clarifies ‘No Anomaly’ After TMC MP Raises Citizenship Question/ସିଇସିଙ୍କ ନାଗରିକତା ଓ ଭୋଟର ରେକର୍ଡକୁ ନେଇ ପ୍ରଶ୍ନ; ଟିଏମସି ସାଂସଦଙ୍କୁ ଜବାବ ଦେଲା ନିର୍ବାଚନ ଆୟୋଗ/

ସିଇସି ଜ୍ଞାନେଶ କୁମାରଙ୍କ ଭୋଟର ତାଲିକାକୁ ନେଇ ବିବାଦ: ଟିଏମସି ସାଂସଦଙ୍କ ପ୍ରଶ୍ନ ପରେ ସ୍ପଷ୍ଟୀକରଣ ରଖିଲା ନିର୍ବାଚନ ଆୟୋଗ ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ନାଗରିକତା ଓ ଭୋଟର ତାଲିକାକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ବିବାଦ ଉପରେ ଏବେ ବଡ଼ ସ୍ପଷ୍ଟୀକରଣ ଆସିଛି। ସିଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ତାଙ୍କ ଭୋଟର ରେକର୍ଡରେ କୌଣସି ପ୍ରକାରର ତ୍ରୁଟି, ଅସଙ୍ଗତି କିମ୍ବା ଅନିୟମିତତା ନାହିଁ। କ’ଣ ଥିଲା…

“Billion-Dollar Allegations, ₹1.5 Crore Settlement! Adani Group Clears the Air with SEBI”/”ହଜାର ହଜାର କୋଟିର ଅଭିଯୋଗ,କିନ୍ତୁ ମାତ୍ର ୧.୫ କୋଟି ଦେଇ ବାଜି ମାରିନେଲେ ଗୌତମ ଅଦାନୀ”

ଅଦାଲତ ବାହାରେ ସେବି ସହ ମାମଲା ଛିଣ୍ଡାଇଲେ ଅଦାନୀ ଗ୍ରୁପ୍, ଗଣିଲେ ୧.୫ କୋଟି ଟଙ୍କା ହାଇଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପ୍‌ର କିଛି କମ୍ପାନୀ ବିରୋଧରେ ଆରମ୍ଭ ହୋଇଥିବା ଯାଞ୍ଚ ମାମଲାରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାରତୀୟ ସେୟାର ବଜାର ନିୟନ୍ତ୍ରକ ‘ସେବି’ (SEBI) ସହ ଏହି ବିବାଦକୁ ଆପୋଷ ସମାଧାନ କିମ୍ବା ‘ସେଟଲମେଣ୍ଟ’ କରିନେଇଛନ୍ତି ଅଦାନୀ ଗ୍ରୁପ୍‌ର ୫ଟି କମ୍ପାନୀ। ଏହି ମାମଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ…

EC Announces October 16 Voting for 12 Rajya Sabha Seats Across 3 States/ଅକ୍ଟୋବର ୧୬ରେ ରାଜ୍ୟସଭା ନିର୍ବାଚନ; ୩ଟି ରାଜ୍ୟର ୧୨ଟି ଆସନ ପାଇଁ ପଡ଼ିବ ଭୋଟ୍..

ରାଜ୍ୟସଭା ନିର୍ବାଚନ: ଅକ୍ଟୋବର ୧୬ରେ ୧୨ଟି ଆସନ ପାଇଁ ଭୋଟଗ୍ରହଣ ଦେଶର ତିନୋଟି ରାଜ୍ୟ—ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗର ମୋଟ ୧୨ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଆସନ୍ତା ଅକ୍ଟୋବର ୧୬ ତାରିଖରେ ଏହି ସବୁ ଆସନ ପାଇଁ ଭୋଟଗ୍ରହଣ ହେବ ଏବଂ ସେହିଦିନ ହିଁ ସନ୍ଧ୍ୟାରେ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ସେପ୍ଟେମ୍ବର ୨୯ରେ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି…