Delhi PWD Minister Parvesh Verma Slaps Youth During Road Inspection/ଦିଲ୍ଲୀ ରାଜନୀତି ଗରମ: PWD ମନ୍ତ୍ରୀଙ୍କ ଚାପୁଡ଼ା କାଣ୍ଡ ପରେ ଗିରଫ ଦାବି କଲା ଆପ୍, ଥାନାରେ FIR
ନୂଆଦିଲ୍ଲୀ:ଦିଲ୍ଲୀର ତିଲକ ନଗର ଅଞ୍ଚଳରେ ନିର୍ମାଣାଧୀନ ରାସ୍ତା ନିରୀକ୍ଷଣ ବେଳେ PWD ମନ୍ତ୍ରୀ ପରବେଶ ବର୍ମା ଜଣେ ଯୁବକଙ୍କୁ ଥାପଡ଼ ମାରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ନିର୍ମାଣ କାମର ନିମ୍ନମାନ ଓ ରାସ୍ତା ଖରାପ ଥିବା ଦେଖାଇ ଭିଡିଓ ରେକର୍ଡିଂ କରୁଥିବା ବେଳେ ମନ୍ତ୍ରୀ ନିୟନ୍ତ୍ରଣ ହରାଇ ହାତ ଉଠାଇଥିବା ଅଭିଯୋଗ ହୋଇଛି। ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆମ ଆଦମୀ ପାର୍ଟି (AAP) ବିଜେପିକୁ ଘେରିବା…



