At 16, Jhansi Girl Builds ₹1,800 ‘Desi AC’ That Cools Rooms by 5°C in One Hour/ମାତ୍ର ୧୮୦୦ ଟଙ୍କାରେ ଏସି! ଝାନ୍ସୀର ୧୬ ବର୍ଷୀୟା ଝିଅ ବନାଇଲେ ‘ଦେଶୀ ଏସି’…
ମାତ୍ର ୧୮୦୦ ଟଙ୍କାରେ ଏସି! ଝାନ୍ସୀର ୧୬ ବର୍ଷୀୟା ଝିଅ ବନାଇଲେ ‘ଦେଶୀ ଏସି’, ଘଣ୍ଟାକରେ କମାଉଛି ୫ ଡିଗ୍ରୀ ତାପମାତ୍ରା ଝାନ୍ସୀ:ଗ୍ରୀଷ୍ମ ଦିନରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଏସି (Air Conditioner) ଆଜିକାଲି ସମସ୍ତଙ୍କର ଦରକାର। ହେଲେ ଚଢ଼ା ଦାମ୍ ଓ ମାସିକ ବିଜୁଳି ବିଲ୍ ଭୟରେ ଗରିବ ଓ ମଧ୍ୟବିତ୍ତ ପରିବାରଗୁଡ଼ିକ ପାଇଁ ଏସି କିଣିବା ଏକ ସ୍ୱପ୍ନ ହୋଇ ରହିଯାଏ। ଏହି ସମସ୍ୟାର ଏକ ସହଜ ଓ…



