Janmashtami Celebrated with Religious Fervor at Saraswati Shishu Vidya Mandir, Unit-8/ ୟୁନିଟ୍-୮ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ: କୃଷ୍ଣବେଶରେ ମନ ମୋହିଲେ ଶିଶୁ..
ୟୁନିଟ୍-୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ଭୁବନେଶ୍ଵର : ୟୁନିଟ୍-୮ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳୁ ବିଦ୍ୟାଳୟ ପରିସରରେ ସାମୁହିକ ଭାଗବତ ପାଠ, ଯଜ୍ଞ, ପୂଜାର୍ଚ୍ଚନା ଓ ନାମ ସଂକୀର୍ତ୍ତନ କରାଯାଇଥିଲା। ଏହାପରେ କୋମଳମତି ଶିଶୁମାନଙ୍କ ମଧ୍ୟରେ ଏକ ଆକର୍ଷଣୀୟ ଶ୍ରୀକୃଷ୍ଣବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛୋଟ ଛୋଟ ପିଲାମାନେ କୃଷ୍ଣ ବେଶରେ…



