News Inshot

Thackeray Brothers Target CEC: Uddhav Slams ECI Bias, Raj Demands Cancellation of Voter Roll Revision/ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ମହା ଆନ୍ଦୋଳନ: ବିଜେପି ଓ ECI ଉପରେ ଗର୍ଜିଲେ ଉଦ୍ଧବ-ରାଜ୍

ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ବର୍ଷିଲେ ଠାକ୍ରେ ଭାଇ: ଉଦ୍ଧବ କହିଲେ ବିଜେପିର ହାତର ଖେଳନା ସିଆଇଆର୍ ରଦ୍ଧ ଦାବି କଲେ ରାଜ୍ ମୁମ୍ବାଇ:ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ସରଗରମ ହୋଇଉଠିଛି। ଏହି ମୁଦ୍ଦାକୁ ନେଇ ଦୀର୍ଘ ଦିନ ପରେ ଦୁଇ ଭାଇ—ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ଏମଏନଏସ (MNS) ପ୍ରମୁଖ ରାଜ ଠାକ୍ରେ ଏକାଠି ହୋଇ…

Odisha Launches ‘Krushi Unnata Sahayogi’ Scheme: OUAT Final-Year Students to Assist Farmers Across 314 Blocks/OUAT ଛାତ୍ରଛାତ୍ରୀ ହେବେ ‘କୃଷି ଉନ୍ନତ ସହଯୋଗୀ’: ୩୧୪ ବ୍ଲକରେ ଯୋଗାଇବେ ସେବା

ଓଡ଼ିଶାର ଚାଷୀ ଏବଂ କୃଷି କ୍ଷେତ୍ରକୁ ଆହୁରି ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ଶେଷ ବର୍ଷର କୃଷି ଏବଂ ଉଦ୍ୟାନ କୃଷି ଛାତ୍ରଛାତ୍ରୀମାନେ ଏବେ ‘କୃଷି ଉନ୍ନତ ସହଯୋଗୀ’ ଭାବେ ଗାଁ ଗାଁରେ କାମ କରିବେ।ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୩୧୪ଟି…

Asian Games 2026: India Finishes 4th with 85 Medals & 21 Golds/ଏସିଆନ୍ ଗେମ୍ସ ୨୦୨୬: ୮୫ ପଦକ ସହ ଭାରତର ଚମତ୍କାର ଅଭିଯାନ ଶେଷ, ଜିତିଲା ୨୧ ସ୍ୱର୍ଣ୍ଣ

ଏସିଆନ୍ ଗେମ୍ସ ୨୦୨୬: ୮୫ଟି ପଦକ ସହ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କଲା ଭାରତ ଜାପାନର ଆଇଚି-ନାଗୋୟାରେ ଆୟୋଜିତ ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍‌ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସମୋଟ ୮୫ଟି ପଦକ ଜିତି ଭାରତ ପଦକ ତାଲିକାର ଚତୁର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି। ଖେଳର ଶେଷ ଦୁଇ ଦିନରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ଏକାସାଙ୍ଗରେ ୧୧ଟି ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଦେଶ ପାଇଁ ଗୌରବ…

CBI Chargesheet Names Reliance Comms & Former LIC Officer in Rs 3,750 Cr Diversion Probe/LICକୁ ୩,୭୫୦ କୋଟିର ଚୂନ: ରିଲାଏନ୍ସ RCom ଓ ୩ ବରିଷ୍ଠ ଅଧିକାରୀଙ୍କ ନାଁରେ CBIର କାର୍ଯ୍ୟାନୁଷ୍ଠାନ

୩,୭୫୦ କୋଟି ଟଙ୍କା ଠକେଇ ମାମଲା: ରିଲାଏନ୍ସ କମ୍ୟୁନିକେସନ୍ସ ଓ LICର ପୂର୍ବତନ ଅଧିକାରୀଙ୍କ ବିରୋଧରେ CBIର ଚାର୍ଜସିଟ୍୩,୭୫୦ କୋଟି ଟଙ୍କାର ବଡ଼ ଧରଣର ଆର୍ଥିକ ହେରଫେର ମାମଲାରେ ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ (RCom) ଏବଂ ଏହାର ତିନି ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (CBI) ଚାର୍ଜସିଟ୍ ଦାଖଲ କରିଛି । ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଏହି ରିପୋର୍ଟ ଦାଖଲ କରାଯାଇଛି ।କାହା କାହା ନାଁରେ ଚାର୍ଜସିଟ୍?ସିବିଆଇ ଦ୍ୱାରା…

“Can’t feel peace in India anymore”: Sanjay Dutt takes a subtle dig at PM in Munna Bhai style/’ଭାରତରେ ଆଉ ଶାନ୍ତି ଅନୁଭବ ହେଉନି’— ସଞ୍ଜୟ ଦତ୍ତଙ୍କ ବଡ଼ ବ୍ୟାନ: ମୁନ୍ନା ଭାଇ ଅବତାରରେ ପ୍ରଧାନମନ୍ତ୍ରୀଙ୍କୁ କଲେ କଟାକ୍ଷ

‘ଭାରତରେ ଆଉ ଶାନ୍ତି ଅନୁଭବ ହେଉନି’— ସଞ୍ଜୟ ଦତ୍ତଙ୍କ ବଡ଼ ବାର୍ତ୍ତା: ମୁନ୍ନା ଭାଇ ଅବତାରରେ ପ୍ରଧାନମନ୍ତ୍ରୀଙ୍କୁ କଲେ କଟାକ୍ଷ ବଲିଉଡର ଚର୍ଚ୍ଚିତ ଅଭିନେତା ସଞ୍ଜୟ ଦତ୍ତ ନିଜର ବେବାକ୍ ଅନ୍ଦାଜ ପାଇଁ ଦେଶରେ ସବୁବେଳେ ଜଣାଶୁଣା। ନିକଟରେ ଶେଖର ସୁମନଙ୍କ ‘ଶେଖର ଟୁନାଇଟ୍’ (Shekhar Tonite) ଟକ୍-ସୋ’ରେ ଯୋଗ ଦେଇ ସେ ଦେଶର ବର୍ତ୍ତମାନର ସ୍ଥିତିକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସଞ୍ଜୟ କହିଛନ୍ତି ଯେ, “ଆମ ଦେଶର ଲୋକମାନେ ଖୁବ୍ ଭଲ ଏବଂ…