Zomato Introduces ‘Pay on Delivery’ Fee/Zomato ର ନୂଆ ନିୟମ: ‘କ୍ୟାଶ୍ ଅନ୍ ଡେଲିଭରୀ’ କଲେ ଗଣିବାକୁ ପଡ଼ିବ ଅଧିକ ଟଙ୍କା
Zomato ର ନୂଆ ନିୟମ: ‘କ୍ୟାଶ୍ ଅନ୍ ଡେଲିଭରୀ’ କଲେ ଗଣିବାକୁ ପଡ଼ିବ ଅଧିକ ଟଙ୍କା, ସୋସିଆଲ ମିଡିଆରେ ଅସନ୍ତୋଷ ଅନଲାଇନ୍ରେ ଖାଦ୍ୟ ମଗାଉଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର। ପ୍ରସିଦ୍ଧ ଫୁଡ୍ ଡେଲିଭରୀ ଆପ୍ Zomato ଏବେ ନିଜ ନୀତିରେ ପରିବର୍ତ୍ତନ କରି ‘କ୍ୟାଶ୍ ଅନ୍ ଡେଲିଭରୀ’ (COD) ବା ହାତପାଣ୍ଠି ପେମେଣ୍ଟ ଉପରେ ଅଲଗା ଶୁଳ୍କ ଲଗାଇବା ଆରମ୍ଭ କରିଛି। ଯଦି ଆପଣ ଖାଦ୍ୟ ପହଞ୍ଚିବା ପରେ ନଗଦ ଟଙ୍କା ଦେବାକୁ ଚାହୁଁଛନ୍ତି,…

