Russia-Ukraine War: Zelenskyy Warns India and 47 Nations at UN/UNରେ ଜେଲେନ୍ସକିଙ୍କ ବଡ଼ ଦାବି: ରୁଷ-ୟୁକ୍ରେନ ଯୁଦ୍ଧକୁ ଟଣାଯାଉଛନ୍ତି ଭାରତୀୟ

ପୁଟିନଙ୍କ ଜାଲରେ ପଡ଼ନ୍ତୁ ନାହିଁ: UNରେ ଭାରତ ସହ ୪୭ ଦେଶକୁ ସାବଧାନ କଲେ ଜେଲେନ୍ସକି ନ୍ୟୁୟର୍କରେ ଚାଲିଥିବା ମିଳିତ ଜାତିସଂଘର ସାଧାରଣ ସଭା (UNGA) ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ବଡ଼ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଋଷ-ୟୁକ୍ରେନ ଯୁଦ୍ଧରେ ଭାରତ ସମେତ ୪୭ଟି ଦେଶର ନାଗରିକଙ୍କୁ ପ୍ରତାରଣା କରି ରୁଷ ସେନାରେ ଭର୍ତ୍ତି କରାଯାଉଛି।   ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରି ଜେଲେନ୍ସକି କହିଛନ୍ତି, “ରୁଷ ବିଭିନ୍ନ ଦେଶର…