Tragedy on Yamuna Expressway: 9 Dead in Bus Fire, Passengers Jump Out to Escape/ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ବସ୍ ଦୁର୍ଘଟଣା: ନିଆଁ ଲାଗି ୯ ମୃତ, କାଚ ଭାଙ୍ଗି ଜୀବନ ବଞ୍ଚାଇଲେ ଯାତ୍ରୀ

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ବସ୍ ଦୁର୍ଘଟଣା: ନିଆଁ ଲାଗି ୯ ଜଣଙ୍କର ମୃତ୍ୟୁ, କାଚ ଭାଙ୍ଗି ଜୀବନ ବଞ୍ଚାଇଲେ ଯାତ୍ରୀ ଯମୁନା ଏକ୍ସପ୍ରେସୱେରେ ଏକ ଅତ୍ୟନ୍ତ ଦୁଃଖଦ ଓ ଭୟାନକ ଦୁର୍ଘଟଣା ଘଟିଯାଇଛି। ଦିଲ୍ଲୀରୁ ଉତ୍ତର ପ୍ରଦେଶର ମହୋବା ଅଭିମୁଖେ ଯାଉଥିବା ଏକ ଘରୋଇ ଏସି ସ୍ଲିପର ବସରେ ହଠାତ୍ ନିଆଁ ଲାଗିଯିବାରୁ ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇପ୍ରାଣ ହରାଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ବୁଧବାର…