Buddhist Activist Moves Supreme Court Against Mandatory Singing of Full ‘Vande Mataram’/ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାଇବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମ୍ କୋର୍ଟ ଗଲେ ବୌଦ୍ଧ ସଂଗଠକ

ପୂରା ‘ବନ୍ଦେ ମାତରମ୍’ ଗାଇବା ନିର୍ଦ୍ଦେଶକୁ ସୁପ୍ରିମ୍ କୋର୍ଟରେ ଚ୍ୟାଲେଞ୍ଜ: ସରକାରୀ ନିୟମ ବିରୋଧରେ ଆବେଦନ କଲେ ବୌଦ୍ଧ ସଂଗଠକ ନୂଆଦିଲ୍ଲୀ: ସରକାରୀ ଏବଂ ରାଜ୍ୟସ୍ତରୀୟ ଆନୁଷ୍ଠାନିକ କାର୍ଯ୍ୟକ୍ରମଗୁଡ଼ିକରେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ପୂରା ୬ଟି ଯାକ ପଦ ଗାଇବାକୁ ବାଧ୍ୟତାମୂଳକ କରାଯିବା ନିଷ୍ପତ୍ତିକୁ ଏବେ ସୁପ୍ରିମ୍ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଜଣେ ଜଣାଶୁଣା ବୌଦ୍ଧ ସଂଗଠକ ତଥା ପୂର୍ବତନ ଅଫିସର ବି.ଡି. ବୋରକର (ଭୀମରାଓ ଧୁର୍ୟୋଧନ ବୋରକର) ଏହି ସରକାରୀ ନିର୍ଦ୍ଦେଶ ବିରୋଧରେ ସର୍ବୋଚ୍ଚ…