US Action: 4 Indian Companies Sanctioned Over Iran Oil Links/ଇରାନ ତେଲ କାରବାର ଅଭିଯୋଗ: ୪ ଭାରତୀୟ ସଂସ୍ଥା ଓ ୩ ନାଗରିକଙ୍କ ଉପରେ ଆମେରିକାର କଟକଣା..
ଇରାନରୁ ପେଟ୍ରୋଲିୟମ୍ ଆମଦାନୀ ଅଭିଯୋଗ: ୪ଟି ଭାରତୀୟ ସଂସ୍ଥା ଓ ୩ ଜଣ ନାଗରିକଙ୍କ ଉପରେ ଆମେରିକାର କଟକଣା ନୂଆଦିଲ୍ଲୀ: ଇରାନ ସହ ବେଆଇନ୍ ଭାବେ ପେଟ୍ରୋଲିୟମ୍ ଓ ପେଟ୍ରୋକେମିକାଲ୍ ବ୍ୟବସାୟରେ ଜଡ଼ିତ ଥିବା ଅଭିଯୋଗରେ ଆମେରିକା ୪ଟି ଭାରତୀୟ କମ୍ପାନୀ ଏବଂ ୩ ଜଣ ଭାରତୀୟ ନାଗରିକଙ୍କ ଉପରେ ପ୍ରତିବନ୍ଧକ (Sanctions) ଲଗାଇଛି। ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଏହି ବଡ଼ ପଦକ୍ଷେପ ନିଆଯାଇଛି। ଆମେରିକାର “ଅପରେସନ୍ ଇକୋନୋମିକ୍ ଆଉଟକାଷ୍ଟ” (Operation Economic Outcast) ଅଭିଯାନର…

