Double Standards? US Threatens India with 100% Tariffs While Shielding Russian Uranium Imports/ଆମେରିକାର ଦୋମୁହାଁ ନୀତି: ଭାରତ ଉପରେ କଟକଣା, କିନ୍ତୁ ନିଜ ପାଇଁ ରୁଷ୍‌ରୁ ଆସିବ ୟୁରେନିୟମ୍!

ଆମେରିକାର ନୂଆ ନିୟମ: ଭାରତ ଉପରେ ଟ୍ୟାରିଫ୍‌ କଟକଣା, କିନ୍ତୁ ନିଜ ପାଇଁ ରୁଷ୍‌ରୁ ୟୁରେନିୟମ୍‌ ଆଣିବା ଜାରି ରଖିବ ଆମେରିକା ସଂସଦରେ ନିକଟରେ ଏକ ନୂଆ ମଞ୍ଜୁରୀ ବିଲ୍ (Lindsey O. Graham Sanctioning Russia and Iran Act of 2026) ପାରିତ ହୋଇଛି। ଏହି ବିଲ୍‌ ଅନୁଯାୟୀ, ରୁଷ୍‌ଠାରୁ ପ୍ରଚୁର ପରିମାଣରେ ଅଶୋଧିତ ତେଲ କିଣୁଥିବା ଭାରତ ଓ ଚୀନ୍‌ ଭଳି ଦେଶଗୁଡ଼ିକ ଉପରେ ଆମେରିକା ୧୦୦ ପ୍ରତିଶତ ପର୍ଯ୍ୟନ୍ତ କଡ଼ା ଟ୍ୟାରିଫ୍…