Puri Shrine Upgradation: CM Holds Key Meeting with Matha Heads in Bhubaneswar/ପୁରୀ ମଠ-ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ପୁରୀ ମଠ ମନ୍ଦିରର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା: ଶ୍ରୀମନ୍ଦିର ସହ ଯୋଡ଼ିହୋଇଥିବା ପୀଠର ହେବ ଉନ୍ନତିକରଣ ଭୁବନେଶ୍ୱର: ପୁରୀର ମଠ ଓ ମନ୍ଦିରଗୁଡ଼ିକର ବିକାଶ ଓ ସଂରକ୍ଷଣ ନେଇ ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ପୁରୀର ମଠାଧୀଶମାନେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ପୁରୀର ଐତିହ୍ୟ, ପରମ୍ପରା ଏବଂ ମଠ-ମନ୍ଦିରଗୁଡ଼ିକର ଭୌତିକ ସୁବିଧାସୁଯୋଗ ବୃଦ୍ଧି ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି। ଏହି ବିଶେଷ ଆଲୋଚନା…



