UCC Rollout: 21 NDA States Target Implementation Before 2029/୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ସବୁ NDA ଶାସିତ ରାଜ୍ୟରେ ଲାଗୁ ହେବ UCC: ଅମିତ ଶାହ

୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସବୁ NDA ଶାସିତ ରାଜ୍ୟରେ ଲାଗୁ ହେବ UCC: ଅମିତ ଶାହ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ସମସ୍ତ NDA (ବିଜେପି ନେତୃତ୍ୱାଧୀନ) ଶାସିତ ୨୧ଟି ରାଜ୍ୟରେ ‘ସମାନ ନାଗରିକ ସଂହିତା’ UCC (Uniform Civil Code) ଲାଗୁ କରାଯିବ। ମୁମ୍ବାଇରେ ଆୟୋଜିତ ଏକ ସମ୍ବାଦଦାତା ସମ୍ମିଳନୀରେ ଗୃହମନ୍ତ୍ରୀ ଅମିତ ଶାହ ଏହି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ ଏବଂ ପୋଷ୍ୟ ସନ୍ତାନ…