Beyond the Fence: Dudhwa Prepares to Release One-Horned Rhinos into the Wild/୧୯୮୪ରେ ୫ଟିରୁ ଆରମ୍ଭ, ଏବେ ୫୩: ଦୁଧୱାରେ ଖୋଲା ଆକାଶ ତଳେ ବୁଲିବେ ଏକଶିଙ୍ଘୀ ଗଣ୍ଡା

୧୯୮୪ରେ ୫ଟିରୁ ଆରମ୍ଭ, ଏବେ ଖୋଲା ଜଙ୍ଗଲରେ: ଦୁଧୱା ଜାତୀୟ ଉଦ୍ୟାନରୁ ଭାରତ ଶିଖୁଛି ସଂରକ୍ଷଣର ନୂଆ ପାଠ ନୂଆଦିଲ୍ଲୀ / ଲକ୍ଷ୍ନୌ: ଭାରତୀୟ ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଉତ୍ତର ପ୍ରଦେଶର ‘ଦୁଧୱା ଜାତୀୟ ଉଦ୍ୟାନ’ (Dudhwa National Park) ଏକ ନୂଆ ମାଇଲଖୁଣ୍ଟ ଛୁଇଁବାକୁ ଯାଉଛି। ଦିନେ ଏହି ଅଞ୍ଚଳରୁ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିବା ଏକଶିଙ୍ଘୀ ଗଣ୍ଡାଙ୍କୁ (One-horned Rhino) ପୁଣି ଥରେ ଖୋଲା ଜଙ୍ଗଲରେ ବୁଲିବାକୁ ଛାଡ଼ିବା ପାଇଁ ଏବେ ପ୍ରସ୍ତୁତି ଚାଲିଛି। ୧୦ଟି…