‘Tenfa’: The Kinnauri Film Born from a Midwife’s Legacy/ମାତୃଭାଷା ବଞ୍ଚାଇବାକୁ ସିନେମା: ‘ଟେନଫା’ ପଛର ପ୍ରେରଣାଦାୟୀ କାହାଣୀ

ପାହାଡ଼ ଚଢ଼ି ପ୍ରସବ କରାଉଥିଲେ ପିଉସୀ, ସେହି ସ୍ମୃତିକୁ ନେଇ ନିର୍ଦ୍ଦେଶିକା ନିହାରିକା ଗଢ଼ିଲେ ଚଳଚ୍ଚିତ୍ର ‘ଟେନଫା’ ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଦୁର୍ଗମ କିନ୍ନୌର ଉପତ୍ୟକାର ଗୋଟିଏ ସାନ ଗାଁ। ଚାରିପାଖରେ ବଡ଼ ବଡ଼ ପାହାଡ଼, ନା ଅଛି ଭଲ ରାସ୍ତା ନା ଡାକ୍ତରଖାନା। ବର୍ଷ ବର୍ଷ ତଳେ ଏହି ପାହାଡ଼ିଆ ରସ୍ତାରେ ପ୍ରାୟ ଘଣ୍ଟାଏ ଚାଲି ଚାଲି ଯାଇ ଗର୍ଭବତୀ ମହିଳାଙ୍କ ପ୍ରସବ କରାଉଥିଲେ ଜଣେ ଧାତ୍ରୀ (ମିଡ୍‌ୱାଇଫ୍)। ସେ ଥିଲେ ନିର୍ଦ୍ଦେଶିକା ନିହାରିକା ନେଗୀଙ୍କ…