Kolkata Durga Puja Stampede: 17 Feared Dead, Several Injured in Crowd Surge at Chorbagan Pandal; CM Visits Hospital/କୋଲକାତା ଦୁର୍ଗାପୂଜା ପେଣ୍ଡାଲରେ ମର୍ମନ୍ତୁଦ ଅଘଟଣ: ଚୋରବାଗାନରେ ଦଳାଚକଟାରେ ୧୭ ଆଶଙ୍କା, ୩୫ରୁ ଅଧିକ ଆହତ
କୋଲକାତା: ଷଷ୍ଠୀ ଓ ସପ୍ତମୀର ଆନନ୍ଦ ମଧ୍ୟରେ କୋଲକାତାରୁ ଆସିଛି ଏକ ମର୍ମନ୍ତୁଦ ଖବର। ମହାପୂଜାର ଉତ୍ସବ ମଧ୍ୟରେ ଉତ୍ତର କୋଲକାତାର ପ୍ରସିଦ୍ଧ ଚୋରବାଗାନ ସର୍ବୋଜନୀନ ଦୁର୍ଗାପୂଜା ପେଣ୍ଡାଲରେ (ସାରଦା ପାର୍କ) ଏକ ଭୟଙ୍କର ଦଳଚକଟା (Stampede) ଘଟିଯାଇଛି। ଏହି ଦୁର୍ଘଟଣାରେ ପ୍ରାୟ ୧୭ ଜଣଙ୍କର ପ୍ରାଣହାନୀ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ୩୫ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। କିପରି ଘଟିଲା ଏହି ଅଘଟଣ? ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା…



