Rahul Gandhi & INDIA Bloc vs ECI: Supreme Court Issues Notice to CEC Gyanesh Kumar Over SIR Exercise/’ଇଣ୍ଡିଆ’ ମେଣ୍ଟର ଯାଚିକା: ECI ଓ ସିଇସି ଜ୍ଞାନେଶ କୁମାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଭୋଟର ତାଲିକାରୁ ନାଁ କଟା ଅଭିଯୋଗ: ନିର୍ବାଚନ ଆୟୋଗ ଓ ଜ୍ଞାନେଶ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍’ (SIR) ପ୍ରକ୍ରିୟା ଏବଂ ଦେଶସାରା ଲକ୍ଷ ଲକ୍ଷ ଭୋଟରଙ୍କ ନାଁ କଟାଯିବା ଅଭିଯୋଗକୁ ନେଇ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିରୋଧୀ I ଏହି ମାମଲାରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗ (ECI), ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ଆୟୁକ୍ତଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି…