‘Won’t Accept Such Lame Excuses’: SC Rebukes ECI Over Missing Karnataka Vote-Counting Video/ଭୋଟ୍‌ ଗଣତି ଭିଡିଓ କୁଆଡ଼େ ଗଲା? ନିର୍ବାଚନ କମିଶନଙ୍କ ‘ବାହାନା’ ଶୁଣି ରାଗିଗଲେ ସୁପ୍ରିମକୋର୍ଟ!

‘ଏମିତି ବାହାନା ଚଳିବନି’: ଭୋଟ୍ ଗଣତି ଭିଡିଓ ହଜିଯିବା ନେଇ ନିର୍ବାଚନ କମିଶନଙ୍କୁ ତାଗିଦ୍ କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। କର୍ଣ୍ଣାଟକର ଶୃଙ୍ଗେରୀ ବିଧାନସଭା ଆସନର ୨୦୨୩ ଭୋଟ୍ ଗଣତି ଭିଡିଓ ହଜିଯାଇଛି ବୋଲି କମିଶନ କହିବା ପରେ, କୋର୍ଟ କହିଛନ୍ତି- “ଏଭଳି ବାହାନା ଆମେ ଗ୍ରହଣ କରିବୁ ନାହିଁ।” ଜଷ୍ଟିସ ସଞ୍ଜୟ କୁମାର ଏବଂ ଜଷ୍ଟିସ ସଞ୍ଜୀବ ସଚଦେବାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ, ନିର୍ବାଚନର ସମସ୍ତ…