Self-Immolation for Freedom: Tibetan Community Unites in Bhubaneswar/ଭୁବନେଶ୍ୱରରେ ତିବ୍ଦତୀୟ ମହିଳା ସଂଘର ପ୍ରତିବାଦ: ଚୀନ୍ର କଳା ଆଇନ ରଦ୍ଦ ଏବଂ ଜାତିସଂଘର ହସ୍ତକ୍ଷେପ ଦାବି…
ଚୀନ୍ର ବାଧ୍ୟତାମୂଳକ ସାଂସ୍କୃତିକ ବିଲୋପ ନୀତି ବିରୋଧରେ ଆଞ୍ଚଳିକ ତିବ୍ଦତୀୟ ମହିଳା ସଂଘର ବିଗୁଲ୍ ଭୁବନେଶ୍ୱର: ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଠାରେ ଚୀନ୍ ସରକାରଙ୍କ ଦ୍ୱାରା ନିକଟରେ ଲାଗୁ କରାଯାଇଥିବା ବିବାଦୀୟ “ଜାତୀୟ ଏକତା ଏବଂ ପ୍ରଗତି ନିୟମାବଳୀ” (Ethnic Unity and Progress Law) ଏବଂ ତିବ୍ଦତୀୟ ଦେଶପ୍ରେମୀ ରଂଜେନ୍ ଲୋବଗାଙ୍କ ଆତ୍ମାହୁତିକୁ ନେଇ ଓଡ଼ିଶା ଆଞ୍ଚଳିକ ତିବ୍ଦତୀୟ ମହିଳା ସଂଘ (Regional Tibetan Women’s Association of Odisha) ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛି।…

