“Sri Sathya Sai Prem Pravahini” Rath Reaches Bhubaneswar; Maharudram Scheduled for Tomorrow/ରାଜଧାନୀରେ ‘ପ୍ରେମ ପ୍ରଭାହିନୀ ରଥ’: ଉତ୍ସବମୁଖର ସାଇ ଭକ୍ତ
ଭୁବନେଶ୍ୱରରେ ‘ଶ୍ରୀ ସତ୍ୟସାଇ ପ୍ରେମ ପ୍ରଭାହିନୀ ରଥ’: ଉତ୍ସବମୁଖର ‘ସାଇ ଜନନୀ’, କାଲି ଅନୁଷ୍ଠିତ ହେବ ମହାରୁଦ୍ରମ୍ ଭୁବନେଶ୍ୱର: ଶାନ୍ତି, ସେବା ଓ ମାନବିକତାର ବାର୍ତ୍ତା ନେଇ ସାରା ଦେଶ ପରିକ୍ରମା କରୁଥିବା ଆଧ୍ୟାତ୍ମିକ ଗାଡ଼ି ‘ଶ୍ରୀ ସତ୍ୟସାଇ ପ୍ରେମ ପ୍ରଭାହିନୀ ରଥ’ ଏବେ ରାଜଧାନୀ ଭୁବନେଶ୍ୱରରେ। ଢେଙ୍କାନାଳ ଦେଇ ଆସିଥିବା ଏହି ରଥକୁ ସ୍ଥାନୀୟ ସାଇ ଶ୍ରଦ୍ଧାଳୁମାନେ ବେଶ୍ ଉତ୍ସାହ ଓ ଭକ୍ତିର ସହ ସ୍ୱାଗତ ଜଣାଇଛନ୍ତି। ଆଜି ଏହି ଦିବ୍ୟ ରଥ ଭୁବନେଶ୍ୱରର ବିଭିନ୍ନ…



