FM Nirmala Sitharaman’s Husband Parakala Prabhakar to Join Anti-SIR Protest on Oct 23/SIR ବିରୋଧୀ ଆନ୍ଦୋଳନରେ ସାମିଲ ହେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକାଲା ପ୍ରଭାକର

ଅକ୍ଟୋବର ୨୩ରେ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକାଲା ପ୍ରଭାକର ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ  ଜଣାଶୁଣା ଅର୍ଥଶାସ୍ତ୍ରୀ ପରକାଲା ପ୍ରଭାକର ପୁଣି ଥରେ ଆଲୋଚନାକୁ ଆସିଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ହେଉଥିବା ଭୋଟର ତାଲିକାର (SIR) ପ୍ରକ୍ରିୟା ବିରୋଧରେ ଆସନ୍ତା ଅକ୍ଟୋବର ୨୩ ତାରିଖରେ ନୂଆଦିଲ୍ଲୀର ଜନ୍ତର ମନ୍ତରଠାରେ ଆୟୋଜିତ ହେବାକୁ ଥିବା ବିଶାଳ ପ୍ରତିବାଦ ସଭାରେ ସେ ଯୋଗଦେବେ। ‘ପିପୁଲ୍ ଅଗେନ୍‌ଷ୍ଟ SIR’ (People…

[In Pics] Dreams to Fly, But No Wings: While Nations Celebrate Festivals, Millions of Street Children Struggle for Identity/ଉଡ଼ିବାର ସ୍ୱପ୍ନ, କିନ୍ତୁ ଡେଣା ବନ୍ଧା ଶ୍ରମର ଶିକୁଳିରେ: ରାସ୍ତା କଡ଼ର ସେହି ଆଖି, ଯାହା ଖୋଜୁଛି ନିଜର ପରିଚୟ…

ଉଡ଼ିବାର ସ୍ୱପ୍ନ, କିନ୍ତୁ ଡେଣା ନାହିଁ: ଦୁର୍ଗାପୂଜା ବା ପର୍ବପର୍ବାଣୀରେ ଦେଖିବାକୁ ମିଳେ ଏହି ପିଲାମାନଙ୍କୁ, ଯାହାଙ୍କ ପାଇଁ ଖୁସି କେବଳ ଏକ ଅଜଣା ଶବ୍ଦ! ଭୁବନେଶ୍ୱର/ ଚତୁର୍ଦ୍ଦିଗରେ ଆଲୋକର ମାଳା, ନୂଆ ପୋଷାକର ବାସ୍ନା, ଘରେ ଘରେ ଉତ୍ସବର ମାହୋଲ ଏବଂ ମାଆ ଦୁର୍ଗାଙ୍କ ଆଗମନରେ ସାରା ଦେଶ ଆନନ୍ଦରେ ବିଭୋର। ସମସ୍ତେ ଯେତେବେଳେ ନିଜ ପରିବାର ସହିତ ପର୍ବପର୍ବାଣୀକୁ ଉପଭୋଗ କରୁଥାଆନ୍ତି, ଠିକ୍ ସେହି ସମୟରେ ଦୁର୍ଗାପୂଜା ବା ପର୍ବପର୍ବାଣୀରେ ଦେଖିବାକୁ ମିଳେ ଏହି…

“Not SIR, It’s ‘Shah Instigated Removal'”: Jairam Ramesh Attacks Centre Over Electoral Roll Revision/SIR ର ନୂଆ ଅର୍ଥ କାଢ଼ିଲେ ଜୟରାମ ରମେଶ: ‘ଶାହା ଇନଷ୍ଟିଗେଟେଡ୍ ରିମୁଭାଲ୍’…

SIR ର ଅସଲ ଅର୍ଥ ‘ଶାହା ଇନଷ୍ଟିଗେଟେଡ୍ ରିମୁଭାଲ୍’: କଂଗ୍ରେସ ନେତା ଜୟରାମ ରମେଶଙ୍କ ବଡ଼ ଅଭିଯୋଗ ନିର୍ବାଚନ କମିଶନଙ୍କ ଦ୍ୱାରା ଚାଲିଥିବା ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା SIR (Special Intensive Revision) କୁ ନେଇ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କ ଉପରେ କଡ଼ା ନିଶାନା ସାଧିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି SIR ପ୍ରକ୍ରିୟାକୁ “Shah Instigated Removal” (ଅମିତ ଶାହାଙ୍କ ଇସାରାରେ ଭୋଟରଙ୍କୁ ହଟାଇବା) ବୋଲି କହିଛନ୍ତି।…

‘15% Population Eliminated’: Former CEC SY Quraishi Takes a Dig at Election Commission/‘ନିର୍ବାଚନ ଆୟୋଗ ୧୫% ଜନସଂଖ୍ୟା ଗାଏବ କରିଦେଲେ’: SIR ଅଭିଯାନକୁ ନେଇ କୁରୈଶୀଙ୍କ ସାଂଘାତିକ କଟାକ୍ଷ

ଭୋଟର ତାଲିକା ସଂଶୋଧନକୁ ନେଇ ନିର୍ବାଚନ ଆୟୋଗଙ୍କୁ ତୀବ୍ର କଟାକ୍ଷ କଲେ ପୂର୍ବତନ ସିଇସି ଏସ.ୱାଇ. କୁରୈଶୀ ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କୁ (ECI) ତୀବ୍ର କଟାକ୍ଷ କରିଛନ୍ତି ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଏସ.ୱାଇ. କୁରୈଶୀ। ସେ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଛନ୍ତି ଯେ, ଏହି ପ୍ରକ୍ରିୟା ଜରିଆରେ ନିର୍ବାଚନ ଆୟୋଗ ଦେଶର ପ୍ରାୟ ୧୪ ରୁ ୧୫ କୋଟି ଭୋଟରଙ୍କୁ (୧୫ ପ୍ରତିଶତ ଜନସଂଖ୍ୟା)…