Sonam Wangchuk vs Aamir Khan: The 3 Idiots Phunsuk Wangdu Debate/’ଗଜନୀ’ ଆଉଟଫିଟ୍‌ରେ ଥିବାରୁ ଆମିର ଆମ ସାକ୍ଷାତ କଥା ଭୁଲିଯାଇଥାଇପାରନ୍ତି: ସୋନମ ୱାଙ୍ଗଚୁକ୍..

ଆମିରଙ୍କ ‘ସର୍ଟ-ଟର୍ମ ମେମୋରୀ ଲସ୍’ ହୋଇଯାଇଥିଲା! ‘୩ ଇଡିଅଟ୍ସ’ ବିବାଦକୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ରସାଳ ଜବାବ ‘୩ ଇଡିଅଟ୍ସ’ ଫିଲ୍ମର ଚର୍ଚ୍ଚିତ ଚରିତ୍ର ‘ଫୁନସୁଖ ୱାଙ୍ଗଡୁ’ କାହା ଉପରେ ଆଧାରିତ? ଏହାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ନିକଟରେ ଅଭିନେତା ଆମିର ଖାନ୍‌ କହିଥିଲେ ଯେ, ଫିଲ୍ମ ତିଆରି ହେବା ସମୟରେ ସେ କିମ୍ବା ନିର୍ଦ୍ଦେଶକ ରାଜକୁମାର ହିରାନୀ, ଲଦାଖର ପ୍ରସିଦ୍ଧ ଶିକ୍ଷାବିତ୍‌ ତଥା ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ୍‌ଙ୍କ ବିଷୟରେ କିଛି ଜାଣିନଥିଲେ।…