Hero Indian Pilot Smit Machchhar Thwarts Mid-Air Attack to Save Passengers/କକପିଟ୍‌ରେ ଆକ୍ରମଣ ସତ୍ତ୍ୱେ ଯାତ୍ରୀଙ୍କୁ ସୁରକ୍ଷିତ ବଞ୍ଚାଇଲେ ଭାରତୀୟ କ୍ୟାପ୍ଟେନ୍

କକପିଟ୍‌ରେ ଆକ୍ରମଣ ପରେ ବି ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ: ଚର୍ଚ୍ଚାରେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛାର [Smit Machchhar] ଆକାଶମାର୍ଗରେ ଏକ ବଡ଼ ଧରଣର ବିପଦକୁ ଏଡ଼ାଇ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର। ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ‘ଫ୍ଲାଏଦୁବାଇ’ ବିମାନ (FZ1073)ର କକପିଟ୍‌ ଭିତରେ ସହ-ପାଇଲଟ୍‌ଙ୍କ ଆକ୍ରମଣର ଶିକାର ହେବା ପରେ ବି ସେ ସାହସିକତା ଦେଖାଇ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଉଡ଼ାଣ ସମୟରେ…