[In Pics] A Glimpse of Beautiful Durga Idols Across Capital Pandals/ଝଟକୁଛି ରାଜଧାନୀ, ଜମୁଛି ଭିଡ଼: ଭୁବନେଶ୍ୱର ପୂଜା ମଣ୍ଡପଗୁଡ଼ିକରୁ ଦେଖନ୍ତୁ ମା’ଙ୍କ ଅପୂର୍ବ ଦର୍ଶନ

ଉତ୍ସବମୁଖର ରାଜଧାନୀ: ୧୯୫ଟି ମଣ୍ଡପରେ ଶୋଭା ପାଉଛନ୍ତି ମା’ ଦୁର୍ଗା, ଜମୁଛି ଭକ୍ତଙ୍କ ଭିଡ଼ ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ଏବେ ଉତ୍ସବମୁଖର ପାଲଟିଛି ସମ୍ପୂର୍ଣ୍ଣ ରାଜଧାନୀ। ଧୂପ-ଦୀପ, ଚନ୍ଦନ ଏବଂ ଘଣ୍ଟ-ଶଙ୍ଖର ନାଦରେ ସହରର ଗଳିକନ୍ଦି ମୁଖରିତ ହୋଇଉଠିଛି। କମିଶନରେଟ୍ ପୋଲିସର ସୂଚନା ଅନୁସାରେ, ଏଥର ଭୁବନେଶ୍ୱରର ପ୍ରାୟ ୧୯୫ଟି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କର ଆକର୍ଷଣୀୟ ଓ ଦିବ୍ୟ ପ୍ରତିମୂର୍ତ୍ତି ଶୋଭା ପାଉଛି, ଯାହାକୁ ଦେଖିବା ପାଇଁ ସଞ୍ଜ ନମୁଣୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼…