“The Wall of India” Stands Alone: Savita Surpasses Vandana Katariya’s All-Time Record/ଭାରତୀୟ ମହିଳା ହକିରେ ନୂଆ ଇତିହାସ: ଭାଙ୍ଗିଲା ସବୁ ରେକର୍ଡ, ସବୁଠୁ ଆଗରେ ସବିତା

ଭାରତୀୟ ମହିଳା ହକିରେ ନୂଆ ଇତିହାସ: ଭାଙ୍ଗିଲା ସବୁ ରେକର୍ଡ, ସବୁଠୁ ଆଗରେ ସବିତା ଖେଳ ଖବର: ଭାରତୀୟ ମହିଳା ହକି ଦଳର ଅଭିଜ୍ଞ ଗୋଲକିପର ସବିତା ପୁନିଆ ଏକ ନୂଆ ଏବଂ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏବେ ଭାରତୀୟ ମହିଳା ହକି ଇତିହାସରେ ସବୁଠାରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଖେଳାଳି ବନିଯାଇଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଇଣ୍ଡୋନେସିଆ ବିପକ୍ଷ ମ୍ୟାଚ୍‌ରେ ଓହ୍ଲାଇବା ସହ ସବିତା ଏହି ନୂଆ କୀର୍ତ୍ତିମାନ ସୃଷ୍ଟି…