Assam’s ‘Iron Lady’ Takes Charge of CRPF’s Elite CoBRA Unit/CoBRA ଫୋର୍ସର ପ୍ରଥମ ମହିଳା ମୁଖ୍ୟ ହେଲେ ଆସାମର ‘ଆଇରନ୍ ଲେଡି’ ସଞ୍ଜୁକ୍ତା ପରାଶର
ଆସାମର ‘ଆଇରନ୍ ଲେଡି’ ସଞ୍ଜୁକ୍ତା ପରାଶର ହେଲେ CoBRA ର ପ୍ରଥମ ମହିଳା ମୁଖ୍ୟ ନୂଆଦିଲ୍ଲୀ: ଦେଶର ସବୁଠୁ ଶକ୍ତିଶାଳୀ ତଥା ଜଙ୍ଗଲୀ ଯୁଦ୍ଧରେ ମାହିର ସୁରକ୍ଷା ବାହିନୀ ‘CoBRA’ (କମାଣ୍ଡୋ ବାଟାଲିୟନ ଫର୍ ରେଜୋଲ୍ୟୁଟ୍ ଆକ୍ସନ୍) ର ନୂଆ ଆଇଜି (IG) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଞ୍ଜୁକ୍ତା ପରାଶର। ଆସାମର ‘ଆଇରନ୍ ଲେଡି’ ଭାବେ ଜଣାଶୁଣା ୨୦୦୬ ବ୍ୟାଚ୍ର ଏହି ଆଇପିଏସ୍ ଅଫିସର ହେଉଛନ୍ତି CRPF ର ଏହି ବିଶେଷ କମାଣ୍ଡୋ ଫୋର୍ସର ନେତୃତ୍ୱ…

