Ranji Trophy: Debutant Soumya Ranjan Lenka Shines For Odisha With 2 Wickets Against Kerala/କେରଳ ବିପକ୍ଷରେ ଓଡ଼ିଶାର ଯୁବ ବୋଲର ସୌମ୍ୟ ଲେଙ୍କାଙ୍କ ସଫଳ ଆରମ୍ଭ
ରଣଜୀ ଡେବ୍ୟୁରେ କମାଲ କଲେ ଓଡ଼ିଶାର ଯୁବ ବୋଲର ସୌମ୍ୟ ରଞ୍ଜନ ଲେଙ୍କା; ପ୍ରଥମ ମ୍ୟାଚ୍ରେ କଲେ ଦମଦାର ପ୍ରଦର୍ଶନ ତିରୁଅନନ୍ତପୁରମ: ରଣଜୀ ଟ୍ରଫିରେ ଓଡ଼ିଶା ପାଇଁ ଏକ ବଡ଼ ସକରାତ୍ଫକ ଖବର ସାମ୍ନାକୁ ଆସିଛି। କେରଳ ବିପକ୍ଷ ଚଳିତ ମ୍ୟାଚ୍ରେ ଓଡ଼ିଶା ପକ୍ଷରୁ ଡେବ୍ୟୁ କରିଥିବା ଯୁବ ବୋଲର ସୌମ୍ୟ ରଞ୍ଜନ ଲେଙ୍କା ନିଜର ପ୍ରଥମ ମ୍ୟାଚ୍ରେ ପ୍ରଭାବଶାଳୀ ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଏହି ମ୍ୟାଚ୍ରେ ୨ଟି ମହତ୍ତ୍ୱପୂର୍ଣ୍ଣ ୱିକେଟ୍…



