Russia Imports Gasoline from India for the First Time Ever/ରୁଷିଆରେ ଗମ୍ଭୀର ତେଲ ସଙ୍କଟ: ସାହାଯ୍ୟ କଲା ଭାରତ!

ଐତିହାସିକ ବିପର୍ଯ୍ୟୟ: ୟୁକ୍ରେନ ଆକ୍ରମଣ ଯୋଗୁଁ ତେଲ ସଙ୍କଟ, ଭାରତରୁ ପେଟ୍ରୋଲ ଆମଦାନୀ କରୁଛି ରାଷିଆ ନୂଆଦିଲ୍ଲୀ / ମସ୍କୋ:ୟୁକ୍ରେନର ଲଗାତାର ଡ୍ରୋନ୍ ଆକ୍ରମଣ ଯୋଗୁଁ ବିଶ୍ୱର ଅନ୍ୟତମ ବୃହତ୍ ତୈଳ ଉତ୍ପାଦନକାରୀ ଦେଶ ରୁଷିଆରେ ବଡ଼ ଧରଣର ଇନ୍ଧନ ସଙ୍କଟ ଦେଖାଦେଇଛି। ନିଜର ଶୋଧନାଗାର (Refineries) ଗୁଡ଼ିକ କ୍ଷତିଗ୍ରସ୍ତ ହେବା ପରେ, ମସ୍କୋ ଏବେ ନିଜର ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ପ୍ରଥମ ଥର ପାଇଁ ଭାରତରୁ ପେଟ୍ରୋଲ / ଗ୍ୟାସୋଲିନ୍ ଆମଦାନୀ କରିବା ଆରମ୍ଭ…