Odisha Chief Electoral Officer R. S. Gopalan Applies for Voluntary Retirement/ସ୍ଵେଚ୍ଛାକୃତ ଅବସର ଆବେଦନ କଲେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ଏସ୍‌. ଗୋପାଳନ୍‌

ସ୍ଵେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ଏସ୍‌. ଗୋପାଳନ୍‌ ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ତଥା ୨୦୦୧ ବ୍ୟାଚ୍‌ର ଆଇଏଏସ୍ ଅଫିସର ଆର୍‌. ଏସ୍‌. ଗୋପାଳନ୍ ସରକାରୀ ସେବାରୁ ସ୍ଵେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ରାଜ୍ୟରେ ନିକଟରେ ଶେଷ ହୋଇଥିବା ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ପରେ ପରେ ଗୋପାଳନ୍‌ଙ୍କ ଏହି ନିଷ୍ପତ୍ତି ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ବେଶ ଚର୍ଚ୍ଚା ସୃଷ୍ଟି…