Unpaid Traffic Challan in Electricity Bill? Here is the Truth Behind SC’s Remark/ବିଜୁଳି ବିଲ୍ ସହ ଯୋଡ଼ାହେବ ଟ୍ରାଫିକ୍ ଚାଲାଣ! କ’ଣ କହିଲେ ସୁପ୍ରିମ୍ କୋର୍ଟ?
ଟ୍ରାଫିକ୍ ଫାଇନ୍ ନଦେଲେ କଟିବ ବିଜୁଳି ସଂଯୋଗ? ଜାଣନ୍ତୁ ସୁପ୍ରିମ୍ କୋର୍ଟଙ୍କ ବଡ଼ ମନ୍ତବ୍ୟ ଅଗଣିତ ଲୋକ ଟ୍ରାଫିକ୍ ନିୟମ ଭାଙ୍ଗି ଚାଲାଣ କାଟୁଛନ୍ତି, କିନ୍ତୁ ଜରିମାନା ଟଙ୍କା ଜମା କରୁନାହାନ୍ତି। ଏହି ବାକି ପଡ଼ିଥିବା କୋଟି କୋଟି ଟଙ୍କାର ଚାଲାଣ ଆଦାୟ କରିବା ପାଇଁ ସୁପ୍ରିମ୍ କୋର୍ଟ ଏକ ନୂଆ ଏବଂ କଡ଼ା ପରାମର୍ଶ ଦେଇଛନ୍ତି। ଶୁଣାଣି ସମୟରେ Justice J.B. Pardiwala ଏବଂ Justice K.V. Viswanathan ପୀଠ କହିଛନ୍ତି ଯେ, ଯଦି ଲୋକମାନେ…



